ETV Bharat / bharat

ତେଜପୁରରେ ଭୂକମ୍ପ ଝଟକା

ଆସାମର ତେଜପୁରରେ 3.8 ମ୍ୟାଗ୍ନିଚ୍ୟୁଡର ଭୂକମ୍ପ ଝଟକା । ଅଧିକ ପଢନ୍ତୁ...

ଆସାମର ତେଜପୁରରେ ଭୂକମ୍ପ ଝଟକା
ଆସାମର ତେଜପୁରରେ ଭୂକମ୍ପ ଝଟକା
author img

By

Published : May 31, 2021, 12:11 PM IST

ଦିସପୁର: ଆସାମର ତେଜପୁରରେ ଭୂକମ୍ପ ଝଟକା । ଆଜି ସକାଳେ ରିକ୍ଟର ସ୍କେଲରେ 3.8 ମ୍ୟାଗ୍ନିଚ୍ୟୁଡର ଭୂକମ୍ପ ହୋଇଥିବା ଜଣା ପଡିଛି । ଏନେଇ ନ୍ୟାସନାଲ ସେଣ୍ଟର ଫର ସେସମୋଲୋଜି ତରଫରୁ ସୂଚନା ଦିଆଯାଇଛି ।

24 କିଲୋମିଟର ଗଭୀରତାରେ ଏହି ଭୂକମ୍ପ ଅନୁଭୂତ ହୋଇଛି । ଭୂକମ୍ପର କେନ୍ଦ୍ରସ୍ଥଳ ତେଜପୁରର 44 କିଲୋମିଟର ପଶ୍ଚିମରେ ଅବସ୍ଥିତ। ତେବେ ଏହାପୂର୍ବରୁ ରବିବାର ଅପରାହ୍ନରେ ରିକ୍ଟର ସ୍କେଲରେ 4.1 ମ୍ୟାଗ୍ନିଚ୍ୟୁଡର ଭୂକମ୍ପ ତେଜପୁର ଜିଲ୍ଲାରେ ଅନୁଭୂତ ହୋଇଥିଲା ।

@ANI

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.