ETV Bharat / bharat

୧୦ କେଜି ସୁନାର ଏକ ମୁକୁଟ ଦାନ କଲେ ଭକ୍ତ

author img

By

Published : Sep 12, 2021, 10:46 PM IST

ଜଣେ ଭକ୍ତ ୧୦ କେଜି ସୁନାର ଏକ ମୁକୁଟ ପୁନେର ଦଗଡୁଶେଠ ଗଣେଶଙ୍କୁ ଦାନ କରିଛନ୍ତି । ଏହି ମୁକୁଟ ବିଭିନ୍ନ ପ୍ରକାରର ମୂଲ୍ୟବାନ ପଥର ଏବଂ ରେଶମ ସୂତାରେ ସଜାଯାଇଛି । ଅଧିକ ପଢନ୍ତୁ...

୧୦ କେଜି ସୁନାର ଏକ ମୁକୁଟ ଦାନ କଲେ ଭକ୍ତ
୧୦ କେଜି ସୁନାର ଏକ ମୁକୁଟ ଦାନ କଲେ ଭକ୍ତ

ମୁମ୍ବାଇ: ଜଣେ ଭକ୍ତ ୧୦ କେଜି ସୁନାର ଏକ ମୁକୁଟ ପୁନେର ଦଗଡୁଶେଠ ଗଣେଶଙ୍କୁ ଦାନ କରିଛନ୍ତି । ଏହି ମୁକୁଟ ବିଭିନ୍ନ ପ୍ରକାରର ମୂଲ୍ୟବାନ ପଥର ଏବଂ ରେଶମ ସୂତାରେ ସଜାଯାଇଛି ।

ଏହି ମୁକୁଟ ଗଣେତ୍ସୋବର ପ୍ରଥମ ଦିନରେ ବାବା ଗଣେଶଙ୍କୁ ପିନ୍ଧାଯାଇଛି । ଏଥିରେ ଲାଗିଥିବା ସୁନାର ମୂଲ୍ୟ ୬ କୋଟି ହେବ । ଏହି ମୁକୁଟ ଅର୍ପଣ କରିଥିବା ଭକ୍ତଙ୍କ ନାମ ମନ୍ଦିର ପ୍ରଶାସନ ଦ୍ୱାରା ଗୁପ୍ତ ରଖାଯାଇଛି।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.