ETV Bharat / bharat

ବଜେଟ ଆଲୋଚନାର ସମୟ ବୃଦ୍ଧି ପାଇଁ କଂଗ୍ରେସ ସାଂସଦଙ୍କ ଦାବି - ରାଜ୍ଯସଭା ବଜେଟ ଅଧିବେଶନ

ରାଜ୍ୟସଭାରେ ବଜେଟ ଆଲୋଚନା ପାଇଁ ସମୟ ବୃଦ୍ଧି ଦାବି କରିଛନ୍ତି କଂଗ୍ରେସ ସାଂସଦ । ଅଧିକ ପଢନ୍ତୁ...

କଂଗ୍ରେସ ସାଂସଦ
କଂଗ୍ରେସ ସାଂସଦ
author img

By

Published : Feb 10, 2021, 11:18 AM IST

ନୂଆଦିଲ୍ଲୀ:ରାଜ୍ୟସଭାରେ ବଜେଟ ଆଲୋଚନା ପାଇଁ ସମୟ ବୃଦ୍ଧି କରିବାକୁ ଦାବି କରିଛନ୍ତି କଂଗ୍ରେସ ସାଂସଦ ଜୟରାମ ରମେଶ । ବଜେଟ ଆଲୋଚନା 10ରୁ 12 ଘଣ୍ଟା ସମୟ ବୃଦ୍ଧି କରିବା ପାଇଁ ସେ କହିଛନ୍ତି । ବୁଧବାର ଗୃହ କାର୍ଯ୍ୟ ଆରମ୍ଭରୁ ସେ ଏହି ଦାବି ଜଣାଇଛନ୍ତି ।

ବଜେଟ ଆଲୋଚନାରେ ଭାଗ ନେବା ପାଇଁ ଅନେକ ସାଂସଦ ଆଶାୟୀ ଅଛନ୍ତି । ତେଣୁ ଏହି ସମୟରୁ 10ରୁ 12 ଘଣ୍ଟା ବଢାଯାଉ ବୋଲି ସେ କହିଛନ୍ତି । ତେବେ ଏ ପ୍ରସଙ୍ଗରେ ରାଜ୍ୟସଭା ଅଧ୍ୟକ୍ଷ ଭେଙ୍କେୟା ନାଇଡୁ ଦେଖିବେ ବୋଲି କହିଛନ୍ତି ।

ସୂଚନାଥାଉକି, ବଜେଟ ଅଧିବେଶନର ପ୍ରଥମ ପର୍ଯ୍ୟାୟ ଫେବୃଆରୀ 13 ତାରିଖରେ ଶେଷ ହେବ । ପରେ ମାର୍ଚ୍ଚ 8ରୁ ଆରମ୍ଭ ହୋଇ ଅପ୍ରେଲ 8 ଯାଏ ଗୃହ ଚାଲିବ ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.