ETV Bharat / bharat

ସଡକ ଦୁର୍ଘଟଣାରେ ଆଖି ବୁଜିଲେ ବାପା ସହ 3 ସନ୍ତାନ

author img

By

Published : Apr 29, 2021, 9:34 AM IST

ବାପା ସହ ଆଖି ବୁଜିଲେ 3 ସନ୍ତାନ । ଏଭଳି ଦୁଃଖଦ ଘଟଣା ଦେଖିବାକୁ ମିଳିଛି ରାଜସ୍ଥାନର ଯୋଧପୁରରେ । ଅଧିକ ପଢନ୍ତୁ...

collision between car and trailer in Jodhpur, four people died including 3 innocent childrens
ସଡକ ଦୁର୍ଘଟଣାରେ ଆଖି ବୁଜିଲେ ବାପା ସହ 3 ସନ୍ତାନ

ଜୟପୁର : ଯୋଧପୁର ବାରମେର ଜାତୀୟ ରାଜପଥରେ ମର୍ମନ୍ତୁଦ ସଡକ ଦୁର୍ଘଟଣା । ବାପା ସହ ଆଖି ବୁଜିଲେ 3 ସନ୍ତାନ । ଏଭଳି ଦୁଖଃଦ ଘଟଣା ଦେଖିବାକୁ ମିଳିଛି ରାଜସ୍ଥାନର ଯୋଧପୁରରେ । ଘଟଣାସ୍ଥଳରେ ପୋଲିସ ପହଞ୍ଚି ମୃତଦେହକୁ ଉଦ୍ଧାର କରିଛି । ଏହାସହ ଘଟଣାରେ ତଦନ୍ତ ଚଳାଇଛି ।

ସୂଚନା ଅନୁସାରେ ଗତକାଲି ରାତି 11ଟା 30 ସମୟରେ ଜୋଲାର ଜିଲ୍ଲାର ଚାଇଲ ସିଂ ଏକ କାର ଯୋଗେ ତିନି ସନ୍ତାନଙ୍କୁ ଧରି ଘରକୁ ଫେରୁଥିବା ସମୟରେ ଜୋଧପୁର ବାରମେର ଜାତୀୟ ରାଜପଥରେ ବିପରିତ ଦିଗରୁ ଆସୁଥିବା ଏକ ଟ୍ରକ ସହ ମୁହାଁମୁହିଁ ଧକ୍କା ହୋଇଥିଲା । ଘଟଣାସ୍ଥଳରେ 2 ପିଲାଙ୍କ ଜୀବନ ଯାଇଥିବା ବେଳେ ଚାଇଲଙ୍କ ସହ ଆଉ ଏକ ସନ୍ତାନକୁ ଉଦ୍ଧାର କରାଯାଇ ମେଡିକାଲ ନେବା ବାଟରେ ଉଭୟ ଆଖି ବୁଜିଥିଲେ । ସେପଟେ, ଘଟଣାସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ଚାଇଲ ସିଂ ଜଣେ କଣ୍ଚ୍ରାକ୍ଟର ଭାବେ କାର୍ଯ୍ୟ କରନ୍ତି ବୋଲି ଜଣାପଡିଛି ।

ବ୍ୟୁରୋ ରିପୋର୍ଟ,ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.