ETV Bharat / bharat

ଭାରତୀୟ ସାମୁଦ୍ରିକ ସୀମା ଭିତରକୁ ପଶିଲା ଚୀନର ଗୁଇନ୍ଦା ଜାହାଜ, ଆଲର୍ଟରେ ନୌସେନା - ଚୀନର ଗୁଇନ୍ଦା ଜାହାଜ

ଭାରତୀୟ ସାମୁଦ୍ରିକ ସୀମା ଭିତରକୁ ପଶିଲା ଚୀନର ଗୁଇନ୍ଦା ଜାହାଜ । ଏହାକୁ ନେଇ ପ୍ରତିରକ୍ଷା ମନ୍ତ୍ରଣାଳୟ ସୂତ୍ରରୁ ପ୍ରକାଶ ପାଇଛି । ଅଧିକ ପଢ଼ନ୍ତୁ

Chinese research vessel entered Indian region through Indian Ocean region Defence Sources
ଭାରତୀୟ ସାମୁଦ୍ରିକ ସୀମା ଭିତରକୁ ପଶିଲା ଚୀନର ଗୁଇନ୍ଦା ଜାହାଜ !
author img

By

Published : Nov 4, 2022, 8:27 PM IST

ନୂଆଦିଲ୍ଲୀ: ଭାରତ ମହାସାଗରରେ ଭାରତୀୟ ସାମୁଦ୍ରିକ ସୀମା ଭିତରକୁ ପଶିଲା ଚୀନର ଗୁଇନ୍ଦା ଜାହାଜ । ଏହାକୁ ନେଇ ପ୍ରତିରକ୍ଷା ମନ୍ତ୍ରଣାଳୟ ସୂତ୍ରରୁ ପ୍ରକାଶ ପାଇଛି । ଏହି ଗୁଇନ୍ଦା ଜାହାଜ ଉପରେ ନଜର ରଖିଛି ଭାରତୀୟ ନୌସେନା ।

  • Indian Navy has been closely monitoring the movement of a Chinese research vessel from the instance it entered the Indian Ocean region: Defence Sources pic.twitter.com/0EZhMN6KHP

    — ANI (@ANI) November 4, 2022 " class="align-text-top noRightClick twitterSection" data=" ">

ନିକଟରେ କିଛି ଦିନ ତଳେ ଚୀନର ମହାକାଶ ଏବଂ ଉପଗ୍ରହ ଟ୍ରାକିଂ ଗୁପ୍ତଚର ଜାହାଜକୁ ନେଇ ଭାରତର ଟେନସନ ବଢିଥିଲା । ଶ୍ରୀଲଙ୍କା ହମ୍ବାନଟୋଟା ବନ୍ଦରରେ ପହଞ୍ଚି କିଛି ଦିନ ପାଇଁ ସେଠାରେ ରହିଥିଲା । ପରେ ଭାରତୀୟ ସାମୁଦ୍ରିକ ସୀମା ମଧ୍ୟକୁ ପ୍ରବେଶ କରିଥିଲା ଗୁପ୍ତଚର ଜାହାଜ । ଏହା ଏକ ସାଟେଲାଇଟ ଟ୍ରାକିଂ ଜାହାଜ ବୋଲି ସୂଚନା ମିଳିଥିଲା ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.