ETV Bharat / bharat

କୁକୁଡାକୁ ହତ୍ୟା ନେଇ ଥାନାରେ ଅଭିଯୋଗ କଲେ ମାଲିକ, ଆରମ୍ଭ ହେଲା ପୋଷ୍ଟମର୍ଟମ - କୁକୁଡାକୁ ହତ୍ୟା

କୁକୁଡାକୁ ହତ୍ୟା ଅଭିଯୋଗ ଆଣି ଥାନାରେ ଅଭିଯୋଗ କଲେ ମାଲିକ । ମୃତ୍ୟୁର କାରଣ ଜାଣିବାକୁ କୁକୁଡାର ପୋଷ୍ଟମର୍ଟମ କରାଯାଇଛି । ଅଧିକ ପଢନ୍ତୁ

କୁକୁଡାକୁ ହତ୍ୟା ନେଇ ଥାନାରେ ଅଭିଯୋଗ କଲେ ମାଲିକ, ଆରମ୍ଭ ହେଲା ପୋଷ୍ଟମର୍ଟମକୁକୁଡାକୁ ହତ୍ୟା ନେଇ ଥାନାରେ ଅଭିଯୋଗ କଲେ ମାଲିକ, ଆରମ୍ଭ ହେଲା ପୋଷ୍ଟମର୍ଟମ
କୁକୁଡାକୁ ହତ୍ୟା ନେଇ ଥାନାରେ ଅଭିଯୋଗ କଲେ ମାଲିକ, ଆରମ୍ଭ ହେଲା ପୋଷ୍ଟମର୍ଟମ
author img

By

Published : Aug 26, 2022, 3:44 PM IST

ଅମରାବତୀ: ସାଧାରଣତଃ ଗୋଟିଏ ମନୁଷ୍ୟର ସନ୍ଦେହ ଜନକ ମୃତ୍ୟୁ ହେଲେ ପୋଷ୍ଟମର୍ଟମ କରାଯାଇଥାଏ । କିନ୍ତୁ ଏବେ ମୃତ୍ୟୁ ପରେ କୁକୁଡାର ପୋଷ୍ଟମର୍ଟମ କରାଯାଇଛି । ଏହା ଶୁଣି ଆପଣଙ୍କୁ ଆଶ୍ଚର୍ଯ୍ୟ ଲାଗୁଛି ନା । ଆଶ୍ଚର୍ଯ୍ୟ ଲାଗୁଥିଲେ ମଧ୍ୟ ଏହା ସତ । ଆନ୍ଧ୍ରପ୍ରଦେଶର କ୍ରିଷ୍ଣା ଜିଲ୍ଲାରୁ ଏପରି ଘଟଣା ସାମ୍ନାକୁ ଆସିଛି ।

ଏହା ମଧ୍ୟ ପଢନ୍ତୁ-କୁକୁଡାର ମୃତ୍ୟୁ ପରେ ଦଶାହ ପାଳିଲେ ମାଲିକ, ସାମିଲ ହେଲେ 500 ଲୋକ

ଘଟଣାଟି ଥିଲା ଏମିତି

କ୍ରିଷ୍ଣା ଜିଲ୍ଲାର ମୋପି ଦେବୀ ମଣ୍ଡଳ ନାମକ ଜଣେ ବ୍ୟକ୍ତି ଦଶଟି କୁକୁଡା ଘରେ ରଖି ତାର ଲାଳନପାଳନ କରୁଥିଲେ । ତେବେ କିଛିଦିନ ପୂର୍ବେ ସେ ତିରୁପତି ବୁଲିବାକୁ ଯାଇ ଘରକୁ ଫେରିବା ପରେ ସମସ୍ତ କୁକୁଡାଙ୍କ ମୃତ୍ୟୁ ହୋଇଥିବା ଜାଣିବାକୁ ପାଇଥିଲେ । ଏହାପରେ କେହି ତାଙ୍କ କୁକୁଡାଙ୍କ ଖାଦ୍ୟରେ ବିଷ ଦେଇ ମାରିଦେଇଥିବା ସେ ଥାନାରେ ଅଭିଯୋଗ କରିଥିଲେ । ଏନେଇ ପୋଲିସ ଏକ ମାମଲା ରୁଜୁ କରିବା ପରେ ସମସ୍ତ କୁକୁଡାଙ୍କ ପୋଷ୍ଟମର୍ଟମ କରାଯାଇଥିଲା । ତେବେ କିଏ ଓ କାହିଁକି କୁକୁଡାଙ୍କୁ ବିଷ ଦେଲା ସେନେଇ ପୋଲିସ ତଦନ୍ତ ଜାରି ରଖିଛି । ତେବେ କେଉଁ କାରଣରୁ କୁକୁଡାଙ୍କ ମୃତ୍ୟୁ ହୋଇଛି ତାହା ସ୍ପଷ୍ଟ ହୋଇନାହିଁ ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.