ETV Bharat / bharat

IAF Chopper Mishap: ସନ୍ଧ୍ୟାରେ ବସିବ CCS ବୈଠକ

author img

By

Published : Dec 8, 2021, 5:46 PM IST

Updated : Dec 8, 2021, 11:03 PM IST

CDS ବିପିନ ରାଓ୍ବତଙ୍କ ହେଲିକପ୍ଟର ଦୁର୍ଘଟଣାଗ୍ରସ୍ତ ହେବା ଘଟଣାରେ ସଂନ୍ଧ୍ୟାରେ ବସିବ Cabinet Committee on Security ବୈଠକ । ଅଧିକ ପଢନ୍ତୁ

ସଂନ୍ଧ୍ୟାରେ ବସିବ CCS ବୈଠକ
ସଂନ୍ଧ୍ୟାରେ ବସିବ CCS ବୈଠକ

ନୂଆଦିଲ୍ଲୀ : CDS ବିପିନ ରାଓ୍ବତଙ୍କ ହେଲିକପ୍ଟର ଦୁର୍ଘଟଣାଗ୍ରସ୍ତ ହେବା ଘଟଣାରେ ଉଚ୍ଚସ୍ତରୀୟ ବିଚାର ବିମର୍ଶ ଜାରି ରହିଛି । ତେବେ ଆଜି ସଂନ୍ଧ୍ୟା ୬.୩୦ ରେ କ୍ୟାବିନେଟ ସୁରକ୍ଷା ପରିଷଦ Cabinet Committee on Security (CCS)ର ବୈଠକ ହେବା ନେଇ ସୂଚନା ରହିଛି । ବୈଠକରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଅଧ୍ୟକ୍ଷତା କରିବେ ।

ଘଟଣା ଘଟିବା ପରେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଘଟଣା ସମ୍ପର୍କରେ ପ୍ରଧାନମନ୍ତ୍ରୀ ଅବଗତ କରାଇଥିଲେ । ତେବେ ଅଘଟଣ ପରେ ଜରୁରୀକାଳୀନ ଭାବେ ଏହି ବୈଠକ ଡାକିଛନ୍ତି ପ୍ରଧାନମନ୍ତ୍ରୀ । ଆସନ୍ତାକାଲି ସଂସଦରେ ଦୁର୍ଘଟଣା ନେଇ ବିବୃତ୍ତି ରଖିବେ ସରକାର ।

ତାମିଲନାଡୁର କୁନ୍ନୁରରେ ହୋଇଥିବା Mi-17V5 ହେଲିକପ୍ଟର କ୍ରାସ କରିଛି । ଏଥିରେ ସିଡିଏସଙ୍କ ସମେତ 14 ଜଣ ଯାତ୍ରା କରୁଥିଲେ । ଏଯାବତ ରିପୋର୍ଟ ମୁତବାକ 13 ଜଣଙ୍କ ମୃତଦେହ ଉଦ୍ଧାର ହୋଇଛି । ତେବେ ପରିଚୟ ପାଇଁ ଡିଏନଏ ଟେଷ୍ଟ ହେବ ବୋଲି ସୂଚନା ରହିଛି ।

ଦୁର୍ଘଟଣା ପରେ ପ୍ରତିରକ୍ଷାମନ୍ତ୍ରୀ ମନ୍ତ୍ରଣାଳୟରେ ଗୁରୁତ୍ବପୂର୍ଣ୍ଣ ବୈଠକ କରିବା ସହିତ ତାମିଲନାଡୁ ମୁଖ୍ୟମନ୍ତ୍ରୀ ଘଟଣାସ୍ଥଳ ପରିଦର୍ଶନ କରିଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated : Dec 8, 2021, 11:03 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.