ETV Bharat / bharat

CBI ଜାଲରେ ଜିଏସଟି ଇଣ୍ଟିଲ୍‌ଜେନ୍ସି ବିଭାଗର ବରିଷ୍ଠ ଅଧିକାରୀ, ୬୦ ଲକ୍ଷ ନେଉଥିଲେ ଲାଞ୍ଚ - ଗାଜିଆବାଜଦ୍‌ ଡାଇରକ୍ଟେରେଟ୍‌ ଜେନେରାଲ ଅଫ ଜିଏସଟି ଇଣ୍ଟିଲ୍‌ଜେନ୍ସି

ଲାଞ୍ଚ ନେଇ ଧରା ପଡିଲେ ଜଣେ ବରିଷ୍ଠ ଅଧିକାରୀ । ଆଜି ଏହି ବରିଷ୍ଠ ଅଧିକାରୀଙ୍କୁ ଗିରଫ କରିଛି କେନ୍ଦ୍ରୀୟ ତଦନ୍ତକାରୀ ସଂସ୍ଥା(CBI) । ତେବେ ଏହି ବରିଷ୍ଠ ଅଧିକାରୀ ଗାଜିଆବାଜଦ୍‌ ସ୍ଥିତ ଡାଇରକ୍ଟେରେଟ୍‌ ଜେନେରାଲ ଅଫ ଜିଏସଟି ଇଣ୍ଟିଲ୍‌ଜେନ୍ସି (Directorate General of GST Intelligence) କାର୍ଯ୍ୟାଳୟରେ କାମ କରୁଛନ୍ତି । ଅଧିକ ପଢନ୍ତୁ

CBI ଜାଲରେ  ଜିଏସଟି ଇଣ୍ଟିଲ୍‌ଜେନ୍ସି ବିଭାଗର ବରିଷ୍ଠ ଅଧିକାରୀ, ୬୦ ଲକ୍ଷ ନେଉଥିଲେ ଲାଞ୍ଚ

author img

By

Published : Mar 21, 2022, 7:18 AM IST

ନୂଆଦିଲ୍ଲୀ: ଲାଞ୍ଚ ନେଇ ଧରା ପଡିଲେ ଜଣେ ବରିଷ୍ଠ ଅଧିକାରୀ । ଆଜି ଏହି ବରିଷ୍ଠ ଅଧିକାରୀଙ୍କୁ ଗିରଫ କରିଛି କେନ୍ଦ୍ରୀୟ ତଦନ୍ତକାରୀ ସଂସ୍ଥା(CBI) । ତେବେ ଏହି ବରିଷ୍ଠ ଅଧିକାରୀ ଗାଜିଆବାଜଦ୍‌ ସ୍ଥିତ ଡାଇରକ୍ଟେରେଟ୍‌ ଜେନେରାଲ ଅଫ ଜିଏସଟି ଇଣ୍ଟିଲ୍‌ଜେନ୍ସି (Directorate General of GST Intelligence) କାର୍ଯ୍ୟାଳୟରେ କାମ କରୁଛନ୍ତି । ଏଥି ସହ ଆଉ ଜଣଙ୍କୁ ଏହି ଲାଞ୍ଚ କାରବାର ଘଟଣାରେ ଗିରଫ କରିଛି ସିବିଆଇ ।

  • Two persons including a senior intelligence officer, working in Directorate General of GST Intelligence (DGGI), Ghaziabad were arrested in a bribery case. They were caught accepting a bribe of Rs 60 Lakh: CBI

    — ANI (@ANI) March 20, 2022 " class="align-text-top noRightClick twitterSection" data=" ">

ତେବେ ଗିରଫ ହୋଇଥିବା ଏହି ବରିଷ୍ଠ ଅଧିକାରୀ ଜଣଙ୍କ ହେଉଛନ୍ତି, ମୋହିତ ଧନଖର ଏବଂ ଦ୍ବିତୀୟ ବ୍ୟକ୍ତି ହେଉଛନ୍ତି ରାକେଶ ଶର୍ମା । ଏଥିସହ ଏମାନଙ୍କ ବିରୋଧରେ ସିବିଆଇରେ ଏକ ମାମଲା ରୁଜୁ ହୋଇଥିବା ବେଳେ ଏହି ଆଧାରରେ ସିବିଆଇ ଗିରଫ କରିଛି । ଏହା ସହିତ ଗାଜିଆବାଦର ଡିଜିଜିଏରେ ଏକ ମାମଲାରେ ଅଭିଯୋଗକାରୀଙ୍କ ପିତାଙ୍କୁ ଅନୁକମ୍ପା ଦେଖାଇବା ପାଇଁ ଅଭିଯୁକ୍ତ ବ୍ୟକ୍ତିଗତ ଭାବରେ 1 କୋଟି ଟଙ୍କା ଲାଞ୍ଚ ମାଗିଥିଲେ ।

ଅନ୍ୟପଟେ ସେ ୬୦ ଲକ୍ଷ ଲାଞ୍ଚ ନେଲା ବେଳେ ତାଙ୍କୁ ପ୍ରମାଣ ସହ ଧରିଥିଲୁ ବୋଲି ଜଣେ ବରିଷ୍ଠ ସିବିଆଇ ଅଧିକାରୀ ସୂଚନା ଦେଇଛନ୍ତି ।

@IANS

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.