ETV Bharat / bharat

ବିଜେପି ନେତା ଆତ୍ମାରାମ ତୋମାରଙ୍କ ଗଳାକାଟି ହତ୍ୟା

author img

By

Published : Sep 10, 2021, 11:22 AM IST

ଉତ୍ତର ପ୍ରଦେଶର ବାଗପତ ଜିଲ୍ଲାରେ ବିଜେପି ନେତାଙ୍କୁ ହତ୍ୟା କରାଯାଇଥିବା ଘଟଣା ସାମ୍ମାକୁ ଆସିଛି । ଅଧିକ ପଢନ୍ତୁ...

ବିଜେପି ନେତା ଆତ୍ମାରାମ ତୋମାରଙ୍କୁ ଗଳା କାଟି ହତ୍ୟା

ଲକ୍ଷ୍ନୌ: ଉତ୍ତର ପ୍ରଦେଶର ବାଗପତରେ ବିଜେପି ନେତାଙ୍କୁ ହତ୍ୟା । ବିଜେପି ନେତା ତଥା ପୂର୍ବତନ ମନ୍ତ୍ରୀ ଆତ୍ମାରାମ ତୋମାରଙ୍କୁ ଗଳା କାଟି ହତ୍ୟା କରାଯାଇଥିବା ଘଟଣା ସାମ୍ମାକୁ ଆସିଛି । ଆଜି ତାଙ୍କ ଘରୁ ଆତ୍ମାରାମ ତୋମାରଙ୍କ ମୃତଦେହ ମିଳିଛି । ଏନେଇ ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଜବତକରି ବ୍ୟବଚ୍ଛେଦ ପାଇଁ ପଠାଇବା ସହ ତଦନ୍ତ ଆରମ୍ଭ କରିଛି ।

ତେବେ ବିଜେପି ନେତା ଆତ୍ମାରାମ ତୋମାର ଜନତା ବୈଦିକ ମହାବିଦ୍ୟାଳୟର ଅଧ୍ୟକ୍ଷ ଥିଲେ । ସେ ୧୯୯୩ ନିର୍ବାଚନରେ ​​ଛପରୋଲି ବିଧାନସଭାରୁ ବିଜେପି ଟିକେଟରେ ପ୍ରତିଦ୍ୱନ୍ଦ୍ୱିତା କରିବା ସହ ୧୯୯୭ରେ ବିଜେପିର ଜଣେ ମନ୍ତ୍ରୀ ଥିଲେ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.