ETV Bharat / bharat

ବିଜୟା ଦଶମୀରେ କନ୍ୟା ପୂଜା କଲେ ଯୋଗୀ ଆଦିତ୍ୟନାଥ - ବିଜୟାଦଶମୀ ଅବସରରେ

ପବିତ୍ର ବିଜୟାଦଶମୀ ଅବସରରେ ଉତ୍ତରପ୍ରଦେଶ ରାଜ୍ୟବାସୀଙ୍କୁ ଶୁଭେଚ୍ଛା ଦେଇଛନ୍ତି ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ । ଏଥି ସହ ଗୋରେଖନାଥ ପୀଠରେ ନଅଜଣ କନ୍ୟାଙ୍କ ପାଦ ପୂଜା କରିଛନ୍ତି । ଅଧିକ ପଢନ୍ତୁ...

ବିଜୟାଦଶମୀ ଅବସରରେ ଯୋଗୀ ଆଦିତ୍ୟନାଥଙ୍କର କନ୍ୟା ପୂଜା

author img

By

Published : Oct 25, 2020, 5:54 PM IST

ଲକ୍ଷ୍ନୌ: ଶାରଦୀୟ ନବରାତ୍ରୀ ଅବସରରେ ଉତ୍ତରପ୍ରଦେଶର ମୁଖ୍ୟମନ୍ତ୍ରୀ ରାଜ୍ୟବାସୀଙ୍କୁ ଶୁଭେଚ୍ଛା ଦେବା ସହ ଗୋରଖପୁରର ଗୋରେଖନାଥ ପୀଠରେ କନ୍ୟା ପୂଜା କରିଛନ୍ତି ।

ବିଜୟାଦଶମୀ ଅବସରରେ ଯୋଗୀ ଆଦିତ୍ୟନାଥଙ୍କର କନ୍ୟା ପୂଜା

କନ୍ୟାମାନେ ହେଲେ ଦେବୀ ମା'ଙ୍କ ପ୍ରତୀକ । ସେମାନଙ୍କ ଠାରେ ମା' ଦୁର୍ଗାଙ୍କ ରୂପ ଦେଖାଯାଏ । ତେଣୁ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ନବମୀ ଅବସରରେ ନଅ ଜଣ ବାଳିକାଙ୍କୁ ପୂଜା କରିଛନ୍ତି । କୁନି କୁନି ଝିଅମାନଙ୍କୁ ପୂଜା କରିବା ସହ ତାଙ୍କ ପାଦ ଧୋଇ ଟିକା ଲଗେଇଥିଲେ । ଏହା ପରେ ସେମାନଙ୍କୁ ପୋଷାକ ଦେଇ ଭୋଜନ କରାଇଥିଲେ । ପୂଜା ଶେଷ ହେବା ପରେ ନଅଜଣ କନ୍ୟାଙ୍କୁ ନବଦୁର୍ଗା ରୂପରେ ଅଭିନନ୍ଦନ ଜଣାଇ ଏହା ଝିଅମାନଙ୍କ ପ୍ରତି ଭାରତର ଅନନ୍ତ ବିଶ୍ବାସକୁ ଦର୍ଶାଉଥିବା କହିଛନ୍ତି ଯୋଗୀ ଆଦିତ୍ୟନାଥ ।

ଦଶହରା ଏକ ପରମ୍ପରା । ଏହାକୁ ପାଳନ କର,ହେଲେ କୋରୋନା ମହାମରୀ ପାଇଁ ଜାରି ହୋଇଥିବା ସମସ୍ତ ଗାଇଡଲାଇନକୁ ମାନି ଉତ୍ସବ ପାଳିବାକୁ ଅନୁରୋଧ କରିଛନ୍ତି ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.