ETV Bharat / bharat

ଋଣ ଦେବା ବାହାନାରେ ମହିଳାଙ୍କୁ ହୋଟେଲରେ ଗଣଦୁଷ୍କର୍ମ ! - ହୋଟେଲରେ ମହିଳାଙ୍କୁ ଗଣଦୁଷ୍କର୍ମ

ରାଜଧାନୀ ଦିଲ୍ଲୀରେ ପୁଣି ଲଜ୍ଜ୍ୟା । ଋଣ ଦେବା ବାହାନାରେ ମହିଳାଙ୍କୁ ହୋଟେଲରେ ଗଣଦୁଷ୍କର୍ମ ! ଅଧିକ ପଢନ୍ତୁ....

Woman alleges gang-rape in Delhi 5star hotel, one held
ଋଣ ଦେବା ବାହାନାରେ ମହିଳାଙ୍କୁ ହୋଟେଲରେ ଗଣ ଦୁଷ୍କର୍ମ !
author img

By

Published : Sep 21, 2020, 9:25 AM IST

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ ପୁଣି ଲଜ୍ଜ୍ୟା । ଲୋନ ଦେବା ବାହାନରେ ମହିଳାଙ୍କୁ ହୋଟେଲ ରୁମରେ କରାଯାଇଛି ଗଣଦୁଷ୍କର୍ମ ! ପୋଲିସ ଏହି ଘଟଣାରେ ମୁଖ୍ୟ ଅଭିଯୁକ୍ତଙ୍କୁ ଗିରଫ କରିଥିବା ବେଳେ ଅଧିକ ତଦନ୍ତ ଜାରି ରଖିଛି । ସୂଚନା ଅନୁସାରେ ,ଜଣେ ମହିଳାଙ୍କୁ ଋଣ ଦେବା ବାହାନାରେ ହୋଟେଲକୁ ଡକାଇ ଥିଲେ 6 ଦୁବୃର୍ତ୍ତ । ହେଲେ ସେଠାରେ ମହିଳାଙ୍କୁ ଗଣଦୁଷ୍କର୍ମ କରାଯାଇଥିଲା ବୋଲି ପୀଡିତା ଅଭିଯୋଗ କରିଛନ୍ତି ।

ତେବେ, ଏହି ଘଟଣାରେ 6 ଜଣଙ୍କ ସମ୍ପୃ୍କ୍ତି ଥିବା କହିଛନ୍ତି ପୀଡିତା । ତେବେ ସେମାନଙ୍କ ମଧ୍ୟରେ ଜଣେ ମହିଳା ଥିବା ଜଣାପଡିଛି । ଏନେଇ ଦିଲ୍ଲୀ ପୋଲିସ ନିକଟରେ ସେ ଏତଲା । ଅଭିଯୋଗକୁ ଭିତ୍ତି କରି ପୋଲିସ ତଦନ୍ତ ଆରମ୍ଭ କରି ଜଣଙ୍କୁ ଗିରଫ କରି ଥିବା ବେଳେ ଅନ୍ୟ 5 ଜଣ ଫେରାର ଥିବା ଜଣାପଡିଛି । ଗିରଫ ହୋଇଥିବା ବ୍ୟକ୍ତି ଜଣକ ମାଲବୀୟ ନଗରର ମନୋଜ ଶର୍ମା ବୋଲି ଜଣାପଡିଛି । ପୀଡିତା ଜଣକ ଟୁରିଷ୍ଟ ଗାଇଡ ଓ ଟିକେଟ୍ ବୁକିଂ ଏଜେଣ୍ଟ ଭାବରେ କାର୍ଯ୍ୟ କରୁଥିବା ସୂଚନା ମିଳିଛି ।

@ IANS

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.