ETV Bharat / bharat

ଗୋଟିଏ ଦିନରେ ଦେଶରୁ 23068 ଆକ୍ରାନ୍ତ ଚିହ୍ନଟ

author img

By

Published : Dec 25, 2020, 11:02 AM IST

24 ଘଣ୍ଟାରେ 23 ହଜାର 68 ନୂଆ ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ 336 ଜଣଙ୍କର ମୃତ୍ୟୁ ହୋଇଛି । ଏନେଇ କେନ୍ଦ୍ର ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ଏହାକୁ ମିଶାଇ ଦେଶରେ ମୋଟ ପଜିଟିଭ ସଂଖ୍ୟା 1 କୋଟି 1 ଲକ୍ଷ 46 ହଜାର 846ରେ ପହଞ୍ଚିଛି । ଅଧିକ ପଢନ୍ତୁ...

ଗୋଟିଏ ଦିନରେ ଦେଶରୁ 23068 ଆକ୍ରାନ୍ତ ଚିହ୍ନଟ
ଗୋଟିଏ ଦିନରେ ଦେଶରୁ 23068 ଆକ୍ରାନ୍ତ ଚିହ୍ନଟ

ନୂଆଦିଲ୍ଲୀ: ଦେଶରେ କୋରୋନାର ଡାଉନ ଟ୍ରେଣ୍ଡ ଜାରି । ଏହି କ୍ରମରେ ଗତ 24 ଘଣ୍ଟାରେ 23 ହଜାର 68 ନୂଆ ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ 336 ଜଣଙ୍କର ମୃତ୍ୟୁ ହୋଇଛି । ଏନେଇ କେନ୍ଦ୍ର ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ଏହାକୁ ମିଶାଇ ଦେଶରେ ମୋଟ ପଜିଟିଭ ସଂଖ୍ୟା 1 କୋଟି 1 ଲକ୍ଷ 46 ହଜାର 846ରେ ପହଞ୍ଚିଛି ।

ମୋଟ ଆକ୍ରାନ୍ତଙ୍କ ମଧ୍ୟରୁ 24 ଘଣ୍ଟାର 24 ହଜାର 661 ଆକ୍ରାନ୍ତ ଆରୋଗ୍ୟକୁ ମିଶାଇ ମୋଟ ସୁସ୍ଥ ସଂଖ୍ୟା 97 ଲକ୍ଷ 17 ହଜାର 834 ରେ ପହଞ୍ଚିଛି । ସେହିପରି ଏବେସୁଦ୍ଧା 2 ଲକ୍ଷ 81 ହଜାର 919 ଆକ୍ରାନ୍ତ ଦେଶରେ ବିଭିନ୍ନ ମେଡିକାଲରେ ଚିକିତ୍ସିତ ହେଉଛନ୍ତି । ଏହାଛଡା ଏଯାବତ୍ ମାରାତ୍ମକ କୋରୋନା କାରଣରୁ 1 ଲକ୍ଷ 47 ହଜାର 92 ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.