ETV Bharat / bharat

ଅଭିନନ୍ଦନଙ୍କ ସ୍କ୍ବାଡ୍ରନ ସମ୍ମାନିତ - ଅଭିନନ୍ଦନ ବର୍ତ୍ତମାନଙ୍କ 51 ସ୍କ୍ବାଡ୍ରନ

ବାଲାକୋଟ ଏୟାର ଷ୍ଟ୍ରାଇକରେ ସାମିଲ ଓ୍ବିଙ୍ଗ କମାଣ୍ଡର ଅଭିନନ୍ଦନ ବର୍ତ୍ତମାନଙ୍କ 51 ସ୍କ୍ବାଡ୍ରନ ଓ ମିଣ୍ଟୀ ଅଗ୍ରଓ୍ବାଲଙ୍କ 601 ସିଗନାଲ ୟୁନିଟକୁ ୟୁନିଟ ପ୍ରଶସ୍ତି ପତ୍ର ସମ୍ମାନରେ ସମ୍ମାନିତ । ବାୟୁସେନା ମୁଖ୍ୟ ରାକେଶ ଭଦୋରିଆ ପ୍ରଦାନ କଲେ ଏହି ସମ୍ମାନ ।

ଫାଇଲ ଫଟୋ
author img

By

Published : Oct 6, 2019, 11:45 AM IST

ନୂଆଦିଲ୍ଲୀ: ଓ୍ବିଙ୍ଗ କମାଣ୍ଡର ଅଭିନନ୍ଦନ ବର୍ତ୍ତମାନଙ୍କ 51 ସ୍କ୍ବାଡ୍ରନକୁ ସମ୍ମାନିତ କରାଯାଇଛି । 27 ଫେବୃଆରୀ ପାକିସ୍ତାନର ଏଫ-16କୁ ମାରି ଖସାଇଥିବା କାରଣରୁ 51 ସ୍କ୍ବାଡ୍ରନକୁ ୟୁନିଟ ପ୍ରଶସ୍ତି ପତ୍ର ସମ୍ମାନ ଦିଆଯାଇଛି । ବାୟୁସେନା ମୁଖ୍ୟ ରାକେଶ ଭଦୋରିଆ ଏହି ସମ୍ମାନ ପ୍ରଦାନ କରିଛନ୍ତି ।

ଏହା ବ୍ୟତୀତ ବାଲାକୋଟ ଏୟାର ଷ୍ଟ୍ରାଇକୁ ସଫଳ କରାଇଥିବା 9 ସ୍କ୍ବାଡ୍ରନକୁ ମଧ୍ୟ ସମ୍ମାନିତ କରାଯାଇଛି । ଏହି ସ୍କ୍ବାଡ୍ରନର ମିରାଜ 2000 ଯୁ୍ଦ୍ଧ ବିମାନ ହିଁ ଅପରେସନ ବନ୍ଦରକୁ ସଫଳତାପୂର୍ବକ ଶେଷ କରିଥିଲା ।

ଏହାସହ ବାଲାକୋଟ ଏୟାରଷ୍ଟ୍ରାଇକ ଓ ପାକିସ୍ତାନର ଆକାଶ ମାର୍ଗରୁ ଆକ୍ରମଣ ଯୋଜନାକୁ ପଣ୍ଡ କରିଥିବା ସ୍କ୍ବାଡ୍ରନ ଲିଡର ମିଣ୍ଟୀ ଅଗ୍ରଓ୍ବାଲଙ୍କ 601 ସିଗ୍ନାଲ ୟୁନିଟକୁ ମଧ୍ୟ ୟୁନିଟ ପ୍ରଶସ୍ତି ପତ୍ର ସମ୍ମାନରେ ସମ୍ମାନିତ କରାଯାଇଛି ।

Intro:Body:

dsvsdv

Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.