ETV Bharat / bharat

ସମସ୍ତ ନିୟମ ମାନି ସଚେତନ ହେବାକୁ ଅନୁରୋଧ କଲେ ପଶ୍ଚିମବଙ୍ଗ ରାଜ୍ୟପାଳ

author img

By

Published : Jul 19, 2020, 11:25 AM IST

ପଶ୍ଚିମବଙ୍ଗରେ ଗୋଟିଏ ଦିନରେ ସର୍ବାଧିକ 2000 ନୂଆ କୋରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । କୋରୋନା ମାମଲା ବୃଦ୍ଧିକୁ ଦୃଷ୍ଟିରେ ରଖି ପଶ୍ଚିମବଙ୍ଗ ରାଜ୍ୟପାଳ ଜଗଦ୍ବୀପ ଧଙ୍କର ଲୋକମାନଙ୍କୁ ସାମାଜିକ ଦୂରତା ଏବଂ ସମସ୍ତ ପ୍ରକାର ନିୟମ ପାଳି ଚଳିବାକୁ ଅନୁରୋଧ କରିଛନ୍ତି ।

corona
ଲୋକଙ୍କୁ ସଚେତନ ରହିବାକୁ ଅନୁରୋଧ କଲେ ପଶ୍ଚିମବଙ୍ଗ ରାଜ୍ୟପାଳ

କୋଲକାତା: ପଶ୍ଚିମବଙ୍ଗରେ ଗୋଟିଏ ଦିନରେ ସର୍ବାଧିକ 2000 ନୂଆ କୋରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । କୋରୋନା ମାମଲା ବୃଦ୍ଧିକୁ ଦୃଷ୍ଟିରେ ରଖି ପଶ୍ଚିମବଙ୍ଗ ରାଜ୍ୟପାଳ ଜଗଦ୍ବୀପ ଧଙ୍କର ଲୋକମାନଙ୍କୁ ସାମାଜିକ ଦୂରତା ଏବଂ ସମସ୍ତ ପ୍ରକାର ନିୟମ ମାନି ଚଳିବାକୁ ଅନୁରୋଧ କରିଛନ୍ତି ।

କୋରୋନା ମହାମାରୀ ଚ୍ୟାଲେଞ୍ଜ ବଢି ବଢି ଚାଲିଛି । ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ କୋରୋନା ଆକ୍ରାନ୍ତ ଏବଂ ମୃତ୍ୟୁ ଅଫିସିଆଲ ତଥ୍ୟ ଅନୁଯାୟୀ ମାମଲା ଦିନକୁ ଦିନ ବଢିବାରେ ଲାଗିଛି । ଏଣୁ ମୁଁ ଅନୁରୋଧ କରୁଛି ଶାନ୍ତ ରହି ସାମାଜିକ ଦୂରତା, ମାସ୍କ ପିନ୍ଧିବା, ପ୍ରତିଦିନ ହାତ ଧୋଇବା ଏବଂ ଗରିବ ଲୋକଙ୍କୁ ସାହାର୍ଯ୍ୟ କରିବା ଉପରେ ଶତ ପ୍ରତିଶତ ଧ୍ୟାନ ଦିଅନ୍ତୁ ବୋଲି ପଶ୍ଚିମବଙ୍ଗ ରାଜ୍ୟପାଳ ଟ୍ବିଟରେ କହିଛନ୍ତି । ଏଥିସହ ସେ ମମତା ବାନାର୍ଜୀଙ୍କୁ ମଧ୍ୟ ଏହି ଟ୍ବିଟରେ ଟ୍ୟାଗ କରିଛନ୍ତି ।

କେନ୍ଦ୍ର ସ୍ବାସ୍ଥ୍ୟ ଏବଂ ପରିବାର କଲ୍ୟାଣ ମନ୍ତ୍ରଣାଳୟ ଅନୁଯାୟୀ, ବର୍ତ୍ତମାନ ପଶ୍ଚିମବଙ୍ଗରେ 40209 କୋରୋନା ମାମଲା ରହିଛି । ଏଥିସହ 1076 ଆକ୍ରାନ୍ତଙ୍କର କୋରୋନାରେ ମୃତ୍ୟୁ ଘଟିଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.