ETV Bharat / bharat

'ବଜେଟ ପରେ ଦେଶର ଅର୍ଥବ୍ୟବସ୍ଥା ଭେଣ୍ଟିଲେଟରକୁ ଚାଲିଯାଇଛି' - west bengal finance minister

ବଜେଟ 2020କୁ ନେଇ ମୋଦି ସରକାରଙ୍କୁ କଡା ସମାଲୋଚନା କରିଛନ୍ତି ପଶ୍ଚିମବଙ୍ଗର ଅର୍ଥମନ୍ତ୍ରୀ ଅମିତ ମିତ୍ରା । ଦେଶର ଅର୍ଥବ୍ୟବସ୍ଥା ପୂର୍ବରୁ ହିଁ ଆଇସିୟୁରେ ଥିବା ବେଳେ ବଜେଟ ପରେ ଏହା ଭେଣ୍ଟିଲେଟରକୁ ଚାଲିଯାଇଥିବା ସେ କହିଛନ୍ତି ।

west-bengal-finance-minister
ପଶ୍ଚିମବଙ୍ଗ ଅର୍ଥମନ୍ତ୍ରୀ ଅମିତ ମିତ୍ରା
author img

By

Published : Feb 2, 2020, 2:29 PM IST

ନୂଆଦିଲ୍ଲୀ: ଆର୍ଥିକ ବର୍ଷ ୨୦୨୦-୨୧ ପାଇଁ ଶନିବାର ବଜେଟ ଉପସ୍ଥାପନ କରିଛନ୍ତି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ । ଏଥିରେ ଟିକସ, ଶିକ୍ଷା ଏବଂ ସ୍ବାସ୍ଥ୍ୟଠାରୁ ଆରମ୍ଭ କରି କୃଷି ପର୍ଯ୍ୟନ୍ତ ଅନେକ କ୍ଷେତ୍ର ପାଇଁ ବଡ ଘୋଷଣା କରାଯାଇଛି। ହେଲେ ଏହି ବଜେଟ ବିରୋଧୀ ଦଳଙ୍କୁ ସନ୍ତୁଷ୍ଟ କରିପାରିନାହିଁ । ବଜେଟକୁ ନେଇ ମୋଦି ସରକାରଙ୍କୁ କଡା ସମାଲୋଚନା କରିଛନ୍ତି ପଶ୍ଚିମବଙ୍ଗର ଅର୍ଥମନ୍ତ୍ରୀ ଅମିତ ମିତ୍ରା । ଦେଶର ଅର୍ଥବ୍ୟବସ୍ଥା ପୂର୍ବରୁ ହିଁ ଆଇସିୟୁରେ ଥିବା ବେଳେ ବଜେଟ ପରେ ଏହା ଭେଣ୍ଟିଲେଟରକୁ ଚାଲିଯାଇଥିବା ସେ କହିଛନ୍ତି ।

ବଜେଟ ଉପରେ ପ୍ରତିକ୍ରିୟା ଦେଇ ମିତ୍ରା କହିଛନ୍ତି ଯେ, ବଜେଟ ପୂର୍ବରୁ ଦେଶର ଅର୍ଥବ୍ୟବସ୍ଥା ଆଇସିୟୁରେ ଥିଲା । ହେଲେ ବଜେଟ ପରେ ଏହା ଭେଣ୍ଟିଲେଟରକୁ ଚାଲିଯାଇଛି । ତାକୁ ଶ୍ବାସକ୍ରିୟା ନେବାରେ ମଧ୍ୟ କଷ୍ଟ ହେଉଛି ବୋଲି ସେ କହିଛନ୍ତି । ଏହା ସହିତ ସେ ସ୍ବାସ୍ଥ୍ୟ ଏବଂ ଶିକ୍ଷା କ୍ଷେତ୍ରରେ ପାଣ୍ଠି କମ କରିବା ନେଇ କେନ୍ଦ୍ରକୁ କଡା ସମାଲୋଚନା କରିଛନ୍ତି ।

Intro:Body:

BLANK FOR LINK 

Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.