ETV Bharat / bharat

ଅସ୍ତ୍ର ଠାରୁ ସତ୍ୟ ଅଧିକ ଶକ୍ତିଶାଳୀ: ଦଲାଇଲାମା - ଦଲାଇଲାମା

ଖ୍ରୀଷ୍ଟମାସରେ ଚୀନକୁ ବୌଦ୍ଧ ଗୁରୁ ଦଲାଇଲାମାଙ୍କ ବାର୍ତ୍ତା । ଆମ ପାଖରେ ସତ୍ୟର ପାୱାର, ଚୀନ ରଖିଛି ବନ୍ଧୁକ । ଅସ୍ତ୍ରଠାରୁ ସତ୍ୟ ଅଧିକ ଶକ୍ତିଶାଳୀ କହିଲେ ଦଲାଇଲାମା । ଅଧିକ ପଢନ୍ତୁ...

Dalai Lama
ଫାଇଲ ଫଟୋ
author img

By

Published : Dec 25, 2019, 4:58 PM IST

ଗୟା: ଆଜି (ବୁଧବାର) ସାରା ବିଶ୍ବ ପାଳନ କରୁଛି ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କ ଜନ୍ମଦିନ । ପବିତ୍ର ଖ୍ରୀଷ୍ଟମାସରେ ଚୀନକୁ ବୌଦ୍ଧ ଧର୍ମଗୁରୁ ଦଲାଇଲାମା ବଡ ବାର୍ତ୍ତା ଦେଇଛନ୍ତି । ଆମ ପାଖରେ ସତ୍ୟର ଶକ୍ତି ଥିବା ବେଳେ ଚୀନ ପାଖରେ ବନ୍ଧୁକ ଥିବା କହିଛନ୍ତି ଦଲାଇଲାମା । ଅସ୍ତ୍ର ଠାରୁ ସତ୍ୟ ଅଧିକ ଶକ୍ତିଶାଳୀ ବୋଲି ଦଲାଇଲାମା ବିହାରର ଗୟାର ଏକ କାର୍ଯ୍ୟକ୍ରମରେ ମହତ୍ତ୍ବପୂର୍ଣ୍ଣ ବାର୍ତ୍ତା ଦେଇଛନ୍ତି ।

ଧର୍ମଗୁରୁ ଦଲାଇଲାମା ତିବ୍ବତର ସ୍ବତନ୍ତ୍ରତା ପାଇଁ ବିଭାଜନକାରୀ ମନୋଭାବ ରଖୁଥିବା ନେଇ ଚୀନ ଅଭିଯୋଗ କରିଆସୁଛି । ଚୀନ କବଳରୁ ବଞ୍ଚିବା ପାଇଁ ଦଲାଇଲାମା ପଳାୟନ କରିବା ସହ 1959ରେ ଭାରତ ପଳାଇ ଆସିଥିଲେ ।

Intro:Body:

BLANK FOR LINK 

Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.