ETV Bharat / bharat

ଫାଶୀ ଦଣ୍ଡାଦେଶକୁ ନେଇ ନିର୍ଭୟା ମା'ଙ୍କ ପ୍ରତିକ୍ରିୟା

author img

By

Published : Mar 20, 2020, 2:15 AM IST

ନିର୍ଭୟା ଦୋଷୀଙ୍କୁ ଆଜି (ଶୁକ୍ରବାର) ସକାଳେ ଫାଶୀ ହେବା ନେଇ ଆଶାବ୍ୟକ୍ତ କରିଛନ୍ତି ନିର୍ଭୟାଙ୍କ ମା' ଆଶା ଦେବୀ ।

Asha Devi
ଫାଶୀ ଦଣ୍ଡାଦେଶକୁ ନେଇ ନିର୍ଭୟା ମା'ଙ୍କ ପ୍ରତିକ୍ରିୟା

ନୂଆଦିଲ୍ଲୀ: ନିର୍ଭୟା ଦୋଷୀଙ୍କୁ ଶୁକ୍ରବାର ସକାଳେ ଫାଶୀ ହେବା ନେଇ ଆଶାବ୍ୟକ୍ତ କରିଛନ୍ତି ନିର୍ଭୟାଙ୍କ ମା' ଆଶା ଦେବୀ ।

Asha Devi
ଫଟୋ ସୌଜନ୍ୟ:ଟ୍ବିଟର@ANI

ପାଖେଇ ଆସୁଛି ନିର୍ଭୟା ଦୋଷୀଙ୍କ ଫାଶୀ ପାଇବାର ସମୟ । କୋର୍ଟରେ ଖାରଜ ହେଉଛି ଗୋଟିଏ ପରେ ଗୋଟିଏ ପିଟିସନ । ରାତି ପାହିଲେ ଫାଶୀ ଖୁଣ୍ଟରେ ଝୁଲିବେ ନିର୍ଭୟା ଗଣ ଦୁଷ୍କର୍ମ ମାମଲାର 4 ଦୋଷୀ ମୁକେଶ, ପବନ, ବିନୟ ଶର୍ମା ଓ ଅକ୍ଷୟକୁମାର ସିଂ । ଆଉ ଦୋଷୀଙ୍କ ଫାଶୀ ସହ ନିର୍ଭୟାକୁ ମିଳିବ ନ୍ୟାୟ ।

ଏହା ଭିତରେ ତିନି ଥର ଟଳି ସାରିଛି ନିର୍ଭୟା ଦୋଷୀଙ୍କ ଡେଥ୍‌ ଓ୍ବାରେଣ୍ଟ । ଫାଶୀରୁ ବଞ୍ଚିବା ପାଇଁ ସବୁ ପ୍ରକାରର ମିଥ୍ୟା ପ୍ରୟାସ କରିଚାଲିଥିଲେ ନିର୍ଭୟା ଦୋଷୀ ।

@ANI

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.