ETV Bharat / technology

ମାର୍କେଟରେ ଅଧିକ ବିକ୍ରି ହେଉଥିବା 5 ବଜେଟ କାର, ମିଳେ 10 ଇଞ୍ଚର ବଡ଼ ଟଚସ୍କ୍ରିନ - Affordable Cars In Indian Market - AFFORDABLE CARS IN INDIAN MARKET

Affordable Cars: କାରରେ ଗ୍ରାହକଙ୍କ ଲାଗି ରହିଥିବା ବଡ଼ ଟଚସ୍କ୍ରିନ ଇନଫୋଟେନମେଣ୍ଟ ସିଷ୍ଟମ ଏପରି ଏକ ଫିଚର, ଯାହାକି ଗ୍ରାହକଙ୍କୁ ବେଶ ଆକୃଷ୍ଟ କରିଥାଏ । ଏଠାରେ ଆମେ ଆପଣଙ୍କୁ ଏପରି 5ଟି ବଜେଟ କାର ସମ୍ପର୍କରେ କହିବୁ, ଯେଉଁଥିରେ ଆପଣ 10-ଇଞ୍ଚର ବଡ଼ ଇନଫୋଟେନମେଣ୍ଟ ସିଷ୍ଟମ ପାଇବେ । ଅଧିକ ପଢନ୍ତୁ

Affordable Cars
Affordable Cars (Photo- MG, Citroen, Tata)
author img

By ETV Bharat Tech Team

Published : Sep 20, 2024, 12:03 PM IST

ହାଇଦ୍ରାବାଦ: ଆଜିକା ମାର୍କେଟରେ ଗ୍ରାହକଙ୍କ ଡିମାଣ୍ଡ ମଧ୍ୟରୁ ଗୋଟିଏ ବଡ଼ ଇନଫୋଟେନମେଣ୍ଟ ଟଚସ୍କ୍ରିନ । କାର ନିର୍ମାତା ଗ୍ରାହକଙ୍କ ଚାହିଦାକୁ ଦେଖି ଏହି ଫିଚର ଉପରେ ଗୁରୁତ୍ବାରୋପ କରୁଛନ୍ତି । ବଜାରରେ 10 ଇଞ୍ଚରୁ ବଡ଼ ଟଚସ୍କ୍ରିନ ୟୁନିଟ ପରି ଅନେକ କାର ଓ SUV ବାଜରରେ ଉପଲବ୍ଧ । ହେଲେ ତନ୍ମଧ୍ୟରୁ କେଉଁଟା ଶସ୍ତା ? ଏଠାରେ ଆମେ ଆପଣଙ୍କୁ ଟପ୍‌-5ଟି ଏପରି କାର ସମ୍ପର୍କରେ କହିବୁ ।

MG Astor
MG Astor (MG Motor India)

5. MG Astor (ଦାମ 9.98 ଲକ୍ଷ-18.28 ଲକ୍ଷ ଟଙ୍କା)

ଏମଜି ଆଷ୍ଟୋର 10 ଇଞ୍ଚରୁ ବଡ଼ ଟଚସ୍କ୍ରିନ ପ୍ରଦାନ କରୁଥିବା କାର । ଆଷ୍ଟୋର ଏମଜି ମୋଟର ଟାଟା କର୍ଭ ଏବଂ ହୁଣ୍ଡାଇ କ୍ରେଟା ସହିତ ପ୍ରତିଦ୍ବନ୍ଦ୍ବିତା କରେ । ଏହାର 110hp ଶକ୍ତି, ମାନୁଆଲ୍ ଏବଂ CVT ବିକଳ୍ପ ସହିତ 1.5 ଲିଟର ପେଟ୍ରୋଲ୍ ଇଞ୍ଜିନ୍ ଏବଂ 140hp ପାୱାର, 1.3-ଲିଟର ଟର୍ବୋ-ପେଟ୍ରୋଲ୍ ଇଞ୍ଜିନ୍ ଅଛି, ଯାହା 6-ସ୍ପିଡ୍ ଟର୍କ କନଭର୍ଟରରେ ମିଶିଛି । କେବଳ କନଭର୍ଟର ଏକ ସ୍ବୟଂଚାଳିତ ସହିତ ଯୋଡି ହୋଇଛି ।

Tata Altroz
Tata Altroz (Tata Motors)

4. Tata Altroz (8.90ଲକ୍ଷ-11ଲକ୍ଷ ଟଙ୍କା)

ଅଲଟ୍ରୋଜର ହାଇ-ସ୍ପେକ XZ Lux ଭାରିଏଣ୍ଟରେ 10.25 ଇଞ୍ଚ ଟଚସ୍କ୍ରିନ ରହିଛି । ଏହାର ରେସର ଭର୍ସନର 3ଟି ଭାରିଏଣ୍ଟରେ ୟୁନିଟ ରହିଛି । ଅଲଟ୍ରୋଜର 1.2 ଲିଟର ଇଞ୍ଜିନରେ ପେଟ୍ରୋଲ (88hp) ଓ CNG (73.5hp) ଇନ୍ଧନରେ ଚାଲିଥାଏ । ଏହାବାଦ ଏଥିରେ 90hp, 1.5 ଲିଟର ଡିଜେଲ ଇଞ୍ଜିନର ବିକଳ୍ପ ରହିଛି । କେବଳ 88hp ପେଟ୍ରୋଲ ୟୁନିଟରେ 7-ସ୍ପିଡ ଡୁଆଲ-କ୍ଲଚ ଅଟମେଟେକି ଅପସନ ମିଳେ ।

Tata Punch
Tata Punch (Tata Motors)

3. Tata Punch (ଦାମ- 8.30 ଲକ୍ଷରୁ 10ଲକ୍ଷ ଟଙ୍କା)

ହାଇ-ସ୍ପେକ ପଞ୍ଚ୍‌ ଏକମ୍ପଲିସଡ + ଲାଇନଅପରେ ପ୍ରଥମ ଭାରିଏଣ୍ଟ, ଯେଉଁଥିରେ 10.25 ଇଞ୍ଚର ସ୍କ୍ରିନ ମିଳିଥାଏ । ଏଥିରେ 88hp, 1.2 ଲିଟର ପେଟ୍ରୋଲ ଇଞ୍ଜିନ ଓ 73.5hp CNG ବିକଳ୍ପ ରହିଛି ।

Also Read: ଭାରତ ବଜାରରେ ଏଣ୍ଟ୍ରି ମାରିଲା Mercedesର ଇଲେକ୍ଟ୍ରିକ କାର; ଆଜି ଲଞ୍ଚ
MG Comet EV
MG Comet EV (MG Motor India)

2. MG Comet (ଦାମ- 7.95ଲକ୍ଷ-9.53ଲକ୍ଷ)

ଏମଜି ମୋଟର ଇଣ୍ଡିଆର ସବୁଠୁ ଛୋଟ EVର ମିଡ-ସ୍ପେକ ଏକ୍ସାଇଡ ଭାରିଏଣ୍ଟରେ 10.25 ଇଞ୍ଚ ଟଚସ୍କ୍ରିନ ମିଳିଥାଏ । MG Cometରେ 17.3kWh ବ୍ୟାଟେରୀ ରହିଛି ।

Citroen C3
Citroen C3 (Citroen India)

1. Citroen C3 (ଦାମ- 7.47ଲକ୍ଷ)

ଏଥିରେ 10.25 ଇଞ୍ଚ ଟଚସ୍କ୍ରିନ ମିଳେ । ଏଥିରେ ଗ୍ରାହକଙ୍କୁ 2ଟି ଇଞ୍ଜିନ ବିକଳ୍ପ ମିଳିବ । 82hp ପେଟ୍ରୋଲ ଓ 110hp ଟର୍ବୋ-ପେଟ୍ରୋଲ ୟୁନିଟ ରହିଛି ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.