ETV Bharat / bharat

ବର୍ଷାର ତାଣ୍ଡବ: କେଦାରଘାଟିରେ ଧସିଛୁ ମାଟି, ବିଦ୍ୟୁତ-ପାନୀୟବ୍ୟବସ୍ଥା ଅଚଳ

author img

By

Published : Aug 22, 2020, 5:09 PM IST

କେଦାରଘାଟିରେ ପ୍ରବଳ ବର୍ଷା ଲାଗି ରହିବା ଫଳରେ ସ୍ଥାନୀୟ ଅଞ୍ଚଳରେ ମାଟି ଧସିବାରେ ଲାଗିଛି । ଯାହାଦ୍ବାରା ଘର- ଦୋକାନ କ୍ଷତି ହେବା ସହ, ପାନୀୟଜଳ ବ୍ୟବସ୍ଥା ଓ ବିଦ୍ୟୁତ ସେବା ଠପ ହୋଇଯାଇଛି ।

ବର୍ଷାର ତାଣ୍ଡବ:
ବର୍ଷାର ତାଣ୍ଡବ:

ଡେରାଡୁନ: କେଦାରଘାଟିରେ ପ୍ରବଳ ବର୍ଷା ଲାଗି ରହିଛି । ଏହାଦ୍ବାରା ଖୁମେରା ଗ୍ରାମର ଅଧିକାଂଶ ସ୍ଥାନରେ ମାଟି ଧସିବାରେ ଲାଗୁଛି । ଏହି କାରଣରୁ ଘରଗୁଡିକ ବହୁତ କ୍ଷତିଗ୍ରସ୍ତ ହୋଇଛି । 24ରୁ ଅଧିକ ଘର, ଦୋକାନ ଓ ଗୁହାଳ ବିପଦସଙ୍କୁଳ ଅବସ୍ଥାରେ ରହିଛି । ଏଥିସହ ଗାଁର ପାନୀୟଜଳ ବ୍ୟବସ୍ଥାରେ ମଧ୍ୟ ବାଧା ସୃଷ୍ଟି ହୋଇଛି ।

ଏହି ଅଞ୍ଚଳରେ ଲଗାଣ ମୂଷଳଧାରା ବର୍ଷା ଯୋଗୁଁ ଗତ 4ଦିନ ହେବ ବିଦ୍ୟୁତ ସେବା ଠପ୍ ହୋଇଯାଇଛି । ତେବେ ସେହି ଅଞ୍ଚଳରେ ଯେଉଁମାନଙ୍କ ଘରର କ୍ଷୟକ୍ଷତି ହୋଇଛି , ସେମାନେ ଅଙ୍ଗନଓ୍ବାଡି କେନ୍ଦ୍ର ଓ ସ୍କୁଲରେ ଆଶ୍ରୟ ନେଇଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.