ETV Bharat / bharat

ଭୋଟ ଦେଉଛି ଭାରତ: ପଶ୍ଚିମବଙ୍ଗରେ ସର୍ବାଧିକ, ଜମ୍ମୁ କଶ୍ମୀରରେ ସର୍ବନିମ୍ନ ମତଦାନ - 2019 ls poll

ସମଗ୍ର ଦେଶରେ ଅନୁଷ୍ଠିତ ହୋଇଯାଇଛି ତୃତୀୟ ପର୍ଯ୍ୟାୟ ମତଦାନ । ମଙ୍ଗଳବାର 14ଟି ରାଜ୍ୟର 115ଟି ସଂସଦୀୟ କ୍ଷେତ୍ର ପାଇଁ ଚାଲିଛି ଭୋଟଗ୍ରହଣ ।

ଡିଜାଇନ ଫଟୋ
author img

By

Published : Apr 23, 2019, 12:37 PM IST

Updated : Apr 23, 2019, 4:59 PM IST

ନୂଆଦିଲ୍ଲୀ: ମଙ୍ଗଳବାର ସମଗ୍ର ଦେଶରେ ଜାରି ରହିଛି ତୃତୀୟ ପର୍ଯ୍ୟାୟ ମତଦାନ । ଆଜି 14ଟି ରାଜ୍ୟର 115ଟି ସଂସଦୀୟ କ୍ଷେତ୍ର ପାଇଁ ଚାଲିଛି ଭୋଟଗ୍ରହଣ । ତେବେ କାଁଭାଁ ରାଜ୍ୟରେ ନିର୍ବାଚନୀ ହିଂସା ଦେଖିବାକୁ ମିଳିଛି । ମତଦାନ ସାବ୍ୟସ୍ତ କରିବାକୁ ନେଇ ଭୋଟରଙ୍କ ମଧ୍ୟରେ ଦେଖାଦେଇଛି ଉତ୍ସାହ । ସୁରୁଖୁରୁରେ ଜାରି ରହିଛି ଭୋଟଗ୍ରହଣ ।

ଅପରାହ୍ନ 4ଟା ସୁଦ୍ଧା ଦେଶରେ ହୋଇଛି 51.15 ପ୍ରତିଶତ ମତଦାନ । ସେହିପରି ପଶ୍ଚିମବଙ୍ଗରେ ସର୍ବାଧିକ 67.52 ପ୍ରତିଶତ ମତଦାନ ହୋଇଥିବା ବେଳେ ଜମ୍ମୁ କଶ୍ମୀରରେ ସର୍ବନିମ୍ନ 10.64 ପ୍ରତିଶତ ଭୋଟ ଗ୍ରହଣ ହୋଇଛି । ଓଡିଶାରେ 46.29 ପ୍ରତିଶତ, ଆସାମରେ 62.36%, ବିହାରରେ 46.94% ମତଦାନ ସଂଗ୍ରହ ହୋଇଛି । କେଉଁଠି କେତେ ପ୍ରତିଶତ ମତଦାନ ହୋଇଛି ଉପରୋକ୍ତ ତାଲିକାରେ ନଜର ପକାନ୍ତୁ ।

ସ୍ଲଗ- ବିପୁଳ ମଦ ଜବତ ସହ 9 ଗିରଫ।
ଫର୍ମାଟ- ଏଭିଓ
ରିପୋର୍ଟ- ଜୀବନ ଜ୍ୟୋତି ନାୟକ/ ବାଲେଶ୍ୱର
ତା- 8/04/2019
ଆଙ୍କର-  ରାଇବଣିଆ ଅଞ୍ଚଳରୁ ବିପୁଳ ପରିମାଣରେ ଦେଶୀ ଓ ବିଦେଶୀ ମଦ ଜବତ ସହିତ ୯ ଜଣଙ୍କୁ ଗିରଫ କରାଯାଇଛି।
ନିଶା କାରବାର ର ଭୂସ୍ବର୍ଗ ପାଲଟିଥିବା ଜଳେଶ୍ଵର ବ୍ଲକର ବିଭିନ୍ନ ଅଞ୍ଚଳରେ ଅବକାରୀ ବିଭାଗର ଚଢ଼ାଉ ହୋଇଥିଲା। ରାଇବଣିଆ ଥାନା ଅଂଚଳରୁ ବିପୁଳ ପରିମାଣରେ ଦେଶୀ ଓ ବିଦେଶୀ ମଦ ସହିତ ମଦ ତିଆରି ସାମଗ୍ରୀ ଜବତ କରାଯାଇଛି। ଏହି ବ୍ୟବସାୟ କରୁଥିବା ୪ ରି ଜଣ ମହିଳା ଓ ୫ ଜଣ ପୁରୁଷ ମୋଟ ୯ ଜଣଙ୍କୁ ଅବକାରୀ ବିଭାଗ ଗିରଫ କରିଛି। ଆଜି ବଡ଼ି ଭୋରରୁ ଜଳେଶ୍ଵର ଅବକାରୀ ବିଭାଗ , ବାଲେଶ୍ଵର ଅବକାରୀ ବିଭାଗ ଓ କଟକ ସ୍ବତନ୍ତ୍ର ଅବକାରୀ ମିଳିତ ଭାବରେ ଜଳେଶ୍ଵର ରେ ବିଭିନ୍ନ ଅଞ୍ଚଳରେ  ଚଢ଼ାଉ କରିଥିଲେ । ବାଲେଶ୍ଵର ଅବକାରୀ ବିଭାଗର ଇଂନିସପେକ୍ଟର ତତ୍ତ୍ଵାବଧାନରେ ତିନୋଟି ଟିମ୍ ର ଚଢ଼ାଉ ଜାରି ରହିଥିଲା। ଏହି ଘଟଣାରେ ଗିରଫ ହୋଇଥିବା ୯ ଜଣଙ୍କୁ କୋର୍ଟ ଚାଲାଣ କରାଯାଇଛି । ଆଗକୁ ନିର୍ବାଚନ ଥିବାରୁ ଚୋରା ମଦ ବେପାରୀଙ୍କୁ ରୋକା ନଗଲେ ନିର୍ବାଚନ ପ୍ରକ୍ରିୟା ବାଧାପ୍ରାପ୍ତ ହେବ ବୋଲି ସାଧାରଣରେ ମତ ପ୍ରକାଶ ପାଇଛି।
Last Updated : Apr 23, 2019, 4:59 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.