ETV Bharat / bharat

ନିର୍ଭୟା ମାମଲା: ସୁପ୍ରିମକୋର୍ଟରେ ପୁର୍ନବିଚାର ଯାଚିକା ଦାଖଲ କଲା ବିନୟ

author img

By

Published : Jan 9, 2020, 3:03 PM IST

ଜାନୁଆରୀ 22ରେ ଫାଶୀଦଣ୍ଡ ପାଇବାକୁ ଥିବା 4 ଦୋଷୀଙ୍କ ମଧ୍ୟରୁ ବିନୟ ଶର୍ମା ସୁପ୍ରିମକୋର୍ଟରେ ଦାଖଲ କଲା ପୁର୍ନବିଚାର ଯାଚିକା । ଆଗକୁ ପଢନ୍ତୁ...

vinay Kumar Sharma has filed a curative petition
ସୁପ୍ରିମକୋର୍ଟରେ ପୁର୍ନବିଚାର ଯାଚିକା ଦାଖଲ କଲା ବିନୟ

ନୂଆଦିଲ୍ଲୀ: ମୃତ୍ୟୁ ଭୟରେ ନିର୍ଭୟା ଦୋଷୀ । ଜାନୁଆରୀ 22ରେ ଫାଶୀଦଣ୍ଡ ପାଇବାକୁ ଥିବା 4 ଦୋଷୀଙ୍କ ମଧ୍ୟରୁ ବିନୟ ଶର୍ମା ସୁପ୍ରିମକୋର୍ଟରେ ଦାଖଲ କଲା ପୁର୍ନବିଚାର ଯାଚିକା ।

2012ରେ ଗଣଦୁଷ୍କର୍ମ କରିଥିବା 6 ଜଣଙ୍କ ମଧ୍ୟରୁ 4ଜଣଙ୍କ ଡେଥ୍ ୱାରେଣ୍ଟ ଜାନୁଆରୀ 7ରେ ପ୍ରକାଶ କରାଯାଇଛି । ରାୟର 3 ଘଣ୍ଟା ପରେ ତିହାର ଜେଲରେ ପହଞ୍ଚିଥିଲା ଡେଥ୍ ୱାରେଣ୍ଟ । ଏହାପରେ 4 ଦୋଷୀଙ୍କର ନିଦ ହଜିଯାଇଥିଲା । ଖାଇବା ପିଇବା ବି ଛାଡି ଦେଇଛନ୍ତି । ଏ ମଧ୍ୟରେ ବଞ୍ଚିବାର ଆଶା ନେଇ ପୁଣି ସୁପ୍ରିମକୋର୍ଟରେ ପୁର୍ନବିଚାର ଦାଖଲ କରିଛି ବିନୟ ଶର୍ମା ।

Intro:Body:

BLANK

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.