ETV Bharat / bharat

ଭୋଟ ଦେଲେ ଉପରାଷ୍ଟ୍ରପତି ଭେଙ୍କିଆ ନାଇଡୁ

ଷଷ୍ଠ ପର୍ଯ୍ୟାୟ ମତଦାନ ଶେଷ ହୋଇଛି। ଆଜି ମତ ସାବ୍ୟସ୍ତ କରିଛନ୍ତି ମହାମହିମ ଉପରାଷ୍ଟ୍ରପତି ଭେଙ୍କିଆ ନାଇଡୁ ।

author img

By

Published : May 12, 2019, 8:58 PM IST

ଫଟୋ ସୌଜନ୍ଯ: ଏନ୍ଆଇ

ନୂଆଦିଲ୍ଲୀ: ଚାଲୁ ରହିଛି ଷଷ୍ଠ ପର୍ଯ୍ୟାୟ ମତଦାନ । ଗଣତନ୍ତ୍ରର ମହାପର୍ବରେ ସାମିଲ ହେଉଛନ୍ତି ନେତା ଠାରୁ ଅଭିନେତା । ଏହି କ୍ରମରେ ଆଜି ମତ ସାବ୍ୟସ୍ତ କରିଛନ୍ତି ମହାମହିମ ଉପରାଷ୍ଟ୍ରପତି ଭେଙ୍କିଆ ନାଇଡୁ ।

ଦିଲ୍ଲୀର ନିର୍ମାଣ ଭବନ ବୁଥରେ ପତ୍ନୀ ଉଷାଙ୍କ ସହ ଶ୍ରୀ ନାଇଡୁ ଯାଇ ଭୋଟ ଦେଇଛନ୍ତି । ଭୋଟ ଦେଇସାରିବା ପରେ ନାଇଡୁ ଦମ୍ପତି ଗଣମାଧ୍ୟମ ଆଗରେ ନିଜ ହାତରେ ଲାଗିଥିବା କାଳିକୁ ଦେଖାଇଥିଲେ ।

Intro:Body:Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.