ETV Bharat / bharat

ମେଡିକାଲ ଷ୍ଟାଫଙ୍କୁ ସାହାଯ୍ୟ କରୁଛି ରୋବଟ୍ - ମେଡିକାଲ ଷ୍ଟାଫଙ୍କୁ ସାହାଯ୍ୟ କରୁଛି ରୋବଟ୍

ସୋଲାପୁରର ଉପଖଣ୍ଡ କୋଟନିସ ମେମୋରିଆଲ ରେଲବାଇ ହସ୍ପିଟାଲରେ ରୋବଟ୍ ଦ୍ବାରା କୋରୋନା ଆକ୍ରାନ୍ତଙ୍କ ଚିକିତ୍ସା କରାଯାଉଛି । ଏହା ଅଟୋମେଟିକ୍ ଶରୀରର ତାପମାତ୍ରା ମାପିବା ସହ ଅକ୍ସିଜେନ୍ ପରିମାଣ ଚେକ୍ କରୁଛି । ଅଧିକ ପଢନ୍ତୁ..

ମେଡିକାଲ ଷ୍ଟାଫଙ୍କୁ ସାହାଯ୍ୟ କରୁଛି ରୋବଟ୍
ମେଡିକାଲ ଷ୍ଟାଫଙ୍କୁ ସାହାଯ୍ୟ କରୁଛି ରୋବଟ୍
author img

By

Published : Jul 17, 2020, 6:43 AM IST

ମୁମ୍ବାଇ: ମହାରାଷ୍ଟ୍ରରେ କୋରୋନା ସ୍ଥିତି ସାଙ୍ଘାତିକ ପାଲଟିଛି । ମୁମ୍ବାଇରେ ସର୍ବାଧିକ କ୍ଷତି ଘଟିଛି । ଏହି ଅବସରରେ ମୁମ୍ବାଇରେ ଦିନ ରାତି ଏକ କରି ଲୋକଙ୍କ ସେବାରେ ଲାଗିଛନ୍ତି ମେଡିକାଲ ଟିମ୍ । ତେବେ ଏହି ସମୟରେ ମୁମ୍ବାଇର କେନ୍ଦ୍ରୀୟ ରେଳବାଇର ମେଡିକାଲ ଟିମକୁ ସାହାଯ୍ୟ କରୁଛି ଏକ ରୋବଟ୍ ।

ମେଡିକାଲ ଷ୍ଟାଫଙ୍କୁ ସାହାଯ୍ୟ କରୁଛି ରୋବଟ୍
ମେଡିକାଲ ଷ୍ଟାଫଙ୍କୁ ସାହାଯ୍ୟ କରୁଛି ରୋବଟ୍
ସୋଲାପୁରର ଉପଖଣ୍ଡ କୋଟନିସ ମେମୋରିଆଲ ରେଲବାଇ ହସ୍ପିଟାଲରେ ରୋବଟ୍ ଦ୍ବାରା କୋରୋନା ଆକ୍ରାନ୍ତଙ୍କ ଚିକିତ୍ସା କରାଯାଉଛି । ଏହା ଅଟୋମେଟିକ୍ ଶରୀରର ତାପମାତ୍ରା ମାପିବା ସହ ଅକ୍ସିଜେନ୍ ପରିମାଣ ଚେକ୍ କରୁଛି । ଦରକାର ସମୟରେ ସାନିଟାଇଜର ମଧ୍ୟ ପ୍ରଦାନ କରୁଛି । ଡାକ୍ତର ଓ ରୋଗୀଙ୍କ ମଧ୍ୟରେ ଭିଡିଓରେ କଥାବାର୍ତ୍ତା ଅନୁସାରେ ଏହା ଏପରି ସେବା ପ୍ରଦାନ କରୁଛି । ସ୍ବୟଂଚାଳିତ ଭାବେ ଏହି ରୋବଟ୍ ଆକ୍ରାନ୍ତଙ୍କୁ ମେଡିସିନ୍ ଏବଂ ଖାଦ୍ୟ ମଧ୍ୟ ପ୍ରଦାନ କରୁଛି ।
ମେଡିକାଲ ଷ୍ଟାଫଙ୍କୁ ସାହାଯ୍ୟ କରୁଛି ରୋବଟ୍
ମେଡିକାଲ ଷ୍ଟାଫଙ୍କୁ ସାହାଯ୍ୟ କରୁଛି ରୋବଟ୍
ଡାକ୍ତର ଓ ନର୍ସଙ୍କୁ ସାହାଯ୍ୟ କରିବାକୁ ଏପରି ଅତ୍ୟାଧୁନିକ ବ୍ୟବସ୍ଥା ଆପଣାଯାଇଛି । ଏହାଦ୍ବାରା ରୋଗୀଙ୍କ ଚିକିତ୍ସାରେ ମଧ୍ୟ ସୁବିଧା ହେଉଛି । ମେଡିକାଲ ଷ୍ଟାଫଙ୍କ ଉପରେ ଅଧିକ ପରିଶ୍ରମ ପଡୁନାହିଁ । ରୋବଟ୍ ଦ୍ବାରା ଆକ୍ରାନ୍ତଙ୍କ ସ୍ବାସ୍ଥ୍ୟର ଉପଯୁକ୍ତ ତଦାରଖ ନିଆଯାଉଛି । ଏହାଦ୍ବାରା ଆକ୍ରାନ୍ତ ଏବଂ ମେଡିକାଲ ଷ୍ଟାଫ୍ ମଧ୍ୟ ପରସ୍ପର ସହ ସିଧାସଳଖ ଭାବେ ସମ୍ପର୍କରେ ଆସୁନାହାନ୍ତି ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.