ଦେଶରେ ସଂକ୍ରମଣର ଶିଖର ଛୁଇଁଲାଣି କୋରୋନା । 24 ଘଣ୍ଟାରେ 16,922 ନୂଆ ଆକ୍ରାନ୍ତ ଚିହ୍ନଟ । ସେପଟେ 418 ମୃତ । ତେବେ ଦେଶରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା 473105 ଛୁଇଁଥିବାବେଳେ ମୃତ୍ୟୁ ସଂଖ୍ୟା 14894 ଛୁଇଁଛି । ସେହିପରି ସମୁଦାୟ 271697 ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ଦେଶରେ 186514ଟି ସକ୍ରିୟ ମାମଲା ରହିଛି ।
ଗୋଟିଏ ଦିନରେ 418 ମୃତ, ସଂଖ୍ୟା 14,894କୁ ବୃଦ୍ଧି - corona update

10:21 June 25
ଗୋଟିଏ ଦିନରେ 418 ମୃତ, ସଂଖ୍ୟା 14,894କୁ ବୃଦ୍ଧି
07:06 June 25
ଗୋଟିଏ ଦିନରେ 465 ମୃତ, ସଂଖ୍ୟା 14,476କୁ ବୃଦ୍ଧି
ନୂଆଦିଲ୍ଲୀ: ଦେଶର ବଢିଚାଲିଛି କୋରୋନା ମୃତ୍ୟୁ ସଂଖ୍ୟା । 24 ଘଣ୍ଟାରେ ସର୍ବାଧିକ 465 ମୃତ । ମୋଟ ମୃତ୍ୟୁ ସଂଖ୍ୟା 14,476କୁ ବୃଦ୍ଧି । ସେପଟେ 15,968 ଆକ୍ରାନ୍ତ ଚିହ୍ନଟ । ଦେଶରେ ମୋଟ କୋରୋନା ପଜେଟିଭ ସଂଖ୍ୟା 456183କୁ ବୃଦ୍ଧି । ଅନ୍ୟପଟେ ସୁସ୍ଥ ହେଲେଣି 258685 । ଫଳରେ ବର୍ତ୍ତମାନ ସୁଦ୍ଧା ଦେଶରେ 183022ଟି ସକ୍ରିୟ ମାମଲା ରହିଛି ।