ETV Bharat / bharat

ବେଲଗାମ କୋରୋନା: ଦେଶରେ 40ହଜାର ଟପିଲା ମୃତକଙ୍କ ସଂଖ୍ୟା

author img

By

Published : Aug 6, 2020, 10:08 AM IST

ବେଲଗାମ କୋରୋନା: ଦେଶରେ 40ହଜାର ଟପିଲା ମୃତକଙ୍କ ସଂଖ୍ୟା
ବେଲଗାମ କୋରୋନା: ଦେଶରେ 40ହଜାର ଟପିଲା ମୃତକଙ୍କ ସଂଖ୍ୟା

09:44 August 06

ଆଜି ଦିନକରେ 56,282ଜଣ ଆକ୍ରାନ୍ତ ହୋଇଥିବାବେଳେ 904ଜଣଙ୍କ ମୃତ୍ୟୁ ହୋଇଛି ।

ନୂଆଦିଲ୍ଲୀ: ଦେଶରେ କୋରୋନା ସଂକ୍ରମିତଙ୍କ ସଂଖ୍ୟା ଦିନକୁ ଦିନ ବଢିବାରେ ଲାଗିଛି । ଆଜି ଦିନକରେ 56,282ଜଣ ଆକ୍ରାନ୍ତ ହୋଇଥିବାବେଳେ 904ଜଣଙ୍କ ମୃତ୍ୟୁ ହୋଇଛି ।  

ବର୍ତ୍ତମାନ ସୁଦ୍ଧା ଦେଶରେ 19 ଲକ୍ଷ 64ହଜାର 537ଟି ପଜିଟିଭ କେସ ରହିଛି । ସେମାନଙ୍କ ମଧ୍ୟରୁ 13ଲକ୍ଷ 28ହଜାର 337ଜଣ ସୁସ୍ଥ ହୋଇଛନ୍ତି । ଏବେ 5,95,501ଟି ସକ୍ରିୟ ରହିଥିବାବେଳେ 40,699ଜଣଙ୍କ ମୃତ୍ୟୁ ହୋଇଛି ।   

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.