ETV Bharat / bharat

ଦେଶରେ ବେକାବୁ କୋରୋନା, 50 ହଜାର ଟପିଲା ମୃତ୍ୟୁ ସଂଖ୍ୟା

author img

By

Published : Aug 17, 2020, 9:38 AM IST

ଦେଶରେ ବେକାବୁ କୋରୋନା, 50 ହଜାର ଟପିଲା ମୃତ୍ୟୁ ସଂଖ୍ୟା
ଦେଶରେ ବେକାବୁ କୋରୋନା, 50 ହଜାର ଟପିଲା ମୃତ୍ୟୁ ସଂଖ୍ୟା

09:40 August 17

ଦେଶରେ 3,00,41,400 ଟି ସାମ୍ପୁଲ ହୋଇଛି ଟେଷ୍ଟ

ଦେଶରେ ସମୁଦାୟ 3,00,41,400 ଟି ସାମ୍ପୁଲ ହୋଇଛି ଟେଷ୍ଟ । ସେଥିମଧ୍ୟରୁ କେବଳ ଗତକାଲି  7,31,697ଟି ସାମ୍ପୁଲ ଟେଷ୍ଟ ହୋଇଥିବା ସୂଚନା ଦେଲା ଆଇସିଏମଆର । 

09:31 August 17

ନୂଆଦିଲ୍ଲୀ: ଦେଶରେ ବୃଦ୍ଧି ପାଉଛି କୋରୋନା ସଂକ୍ରମଣ ମାମଲା । ଗୋଟିଏ ଦିନରେ 57,982 ଜଣ ଆକ୍ରାନ୍ତ ହୋଇଥିବାବେଳେ 941ଜଣଙ୍କର ଜୀବନ ଯାଇଛି । ଫଳରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା 26,47,664ରେ ପହଞ୍ଚିଛି । ସେପଟେ ମୃତ୍ୟୁ ସଂଖ୍ୟା 50,921କୁ ବୃଦ୍ଧି ପାଇଛି । ସେହିପରି 19,19,843 ଜଣ ସୁସ୍ଥ ହୋଇଥିବାବେଳେ 6,76,900ଟି ସକ୍ରିୟ ମାମଲା ରହିଛି । 

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.