ଦେଶରେ ବେକାବୁ କୋରୋନା । ଦିନକରେ 29, 429 ଆକ୍ରାନ୍ତ ଚିହ୍ନଟ । 582 ମୃତ । ଫଳରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା 9,36,181କୁ ବୃଦ୍ଧି । ସେପଟେ ମୃତ୍ୟୁ ସଂଖ୍ୟା ଛୁଇଁଲା 24,309 । ସେହିପରି ସୁସ୍ଥ ହୋଇ ଘରକୁ ଫେରିଛନ୍ତି 5,92,032 । 3,19,840ଟି ରହିଛି ସକ୍ରିୟ ମାମଲା ।
ଦିନକରେ 28,498 ଆକ୍ରାନ୍ତ, 553 ମୃତ - unlock 2.0

10:00 July 15
ଗୋଟିଏ ଦିନରେ 29, 429 ଆକ୍ରାନ୍ତ, 582 ମୃତ
06:11 July 15
ଦିନକରେ 28,498 ଆକ୍ରାନ୍ତ, 553 ମୃତ
ନୂଆଦିଲ୍ଲୀ: ଦେଶରେ ବଢିଚାଲିଛି କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା । ପୁଣି 24 ଘଣ୍ଟାରେ 28,498 ଆକ୍ରାନ୍ତ ଚିହ୍ନଟ । 553 ମୃତ । ଫଳରେ 9,06,752ଛୁଇଁଲା ମୋଟ ଆକ୍ରାନ୍ତଙ୍କ ସଂଖ୍ୟା । ସେହିପରି ମୃତ୍ୟୁ ସଂଖ୍ୟା 23, 727କୁ ବୃଦ୍ଧି ପାଇଛି । ସେପଟେ ସମୁଦାୟ 5,71,460 ଜଣ ସୁ୍ସ୍ଥ ହୋଇ ଘରକୁ ଫେରିଥିବାବେଳେ 3,11,565ଟି ସକ୍ରିୟ ମାମଲା ରହିଛି ।