ETV Bharat / bharat

ଆମେରିକାରେ ମୃତ୍ୟୁ ତାଣ୍ଡବ ରଚିଛି କୋରୋନା, ଗୋଟିଏ ଦିନରେ ଗଡିଲା 1330 ମୁଣ୍ଡ

author img

By

Published : Apr 27, 2020, 11:22 AM IST

ଚୀନର ଉହାନରୁ ଉତ୍ପତ୍ତି ହୋଇଥିବା ଏହି ମାରାତ୍ମକ ଭାଇରସ କାରଣରୁ ଗତ 24 ଘଣ୍ଟାରେ ଆମେରିକାରେ 1330 ଲୋକଙ୍କର ମୃତ୍ୟୁ ଘଟି ଥିବା ଏଏଫପି ନ୍ୟୁଜ ଏଜେନ୍ସି ଜନ୍ ହପକିନ୍ସ ସୂଚନା ଦେଇଛନ୍ତି ।

corona death
ଆମେରିକାରେ ମୃତ୍ୟୁ ତାଣ୍ଡବ ରଚିଛି କୋରୋନା

ୱାଂସିଟନ: ଆମରିକାରେ ମୃତ୍ୟୁର ତାଣ୍ଡବ ରଚିଛି କୋରୋନା ଭାଇରସ । ଚୀନର ଉହାନରୁ ଉତ୍ପତ୍ତି ହୋଇଥିବା ଏହି ମାରାତ୍ମକ ଭାଇରସ କାରଣରୁ ଗତ 24 ଘଣ୍ଟାରେ ଆମେରିକାରେ 1330 ଜଣଙ୍କ ମୃତ୍ୟୁ ଘଟିଥିବା ସୂଚନା ମିଳିଛି ।

ଏହାକୁ ମିଶାଇ ଆମେରିକାରେ କୋରୋନା ମୃତ ସଂଖ୍ୟା 55 ହଜାର ଟପିଛି । ଏହାଛଡା ବର୍ତ୍ତମାନ ଆମେରିକାରେ 9 ଲକ୍ଷରୁ ଉର୍ଦ୍ଧ୍ବ ଲୋକ କୋରୋନା ଆକ୍ରାନ୍ତ ଥିବା ଜଣାପଡିଛି ।

ପ୍ରକାଶ ଥାଉକି, ସମଗ୍ର ବିଶ୍ବର 120 ଦେଶରେ କୋରୋନା ନିଜ କାୟା ବିସ୍ତାର କରିଛି । କୋରୋନା କାରଣରୁ ବର୍ତ୍ତମାନ ସୁଦ୍ଧା ସମଗ୍ର ବିଶ୍ବର 2 ଲକ୍ଷରୁ ଉର୍ଦ୍ଧ୍ବ ଲୋକ ପ୍ରାଣ ହରାଇ ସାରିଲେଣି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.