ETV Bharat / bharat

ଡ୍ରାଗନର ଚାପ, ଚୀନ ଆପ ଷ୍ଟୋରରେ ଗେମସ‌ ଅପଡେଟ ବନ୍ଦ କରିଛି ଆପଲ - ମୋବାଇଲ ଗେମ୍‌ସ୍‌ ଅପଡେଟ ବନ୍ଦ କରିଛି ଆପଲ୍

ଆପଲ୍ ଚୀନରେ ଥିବା ନିଜ ଷ୍ଟୋରରେ ହଜାର ହଜାର ମୋବାଇଲ ଗେମ୍ ଅପଡେଟ ଫ୍ରିଜ୍ କରିଦେଇଛି । କାରଣ ସ୍ଥାନୀୟ ନିୟମାବଳୀ ପାଳନ କରିବାକୁ ଚୀନ ସରକାର ବାଧ୍ୟ କରୁଛନ୍ତି । ପଢନ୍ତୁ ସମ୍ପୂର୍ଣ୍ଣ ଖବର...

ଚାଇନା ଆପ୍ ଷ୍ଟୋରରେ ଗେମ୍‌ସ୍‌ ଅପଡେଟ ବନ୍ଦ କରିଛି ଆପଲ୍

author img

By

Published : Jul 2, 2020, 9:18 PM IST

ସନଫ୍ରାନ୍ସିକୋ: ଚୀନ୍ ସରକାରଙ୍କ ଚାପରେ ଚୀନ୍ ଆପ୍ ଷ୍ଟୋର୍‌ ଅଧିନରେ ଥିବା ହଜାର ହଜାର ମୋବାଇଲ୍ ଗେମ୍ ଅପଡେଟ୍ ବନ୍ଦ କରି ଦେଇଛି ଆପଲ ।

  • ଦି ଫାଇନାନ୍ସିଆଲ୍ ଟାଇମ୍ସରେ ପ୍ରକାଶିତ ଏକ ରିପୋର୍ଟ ଅନୁଯାୟୀ, ଚାଇନା ଅଧିନରେ ଥିବା ଆପ୍ ଷ୍ଟୋର୍‌ରେ ହଜାର ହଜାର ନିଜସ୍ବ ଉତ୍ପାଦନ କରୁଥିବା ଆଇଫୋନ୍ ଗେମ୍ ଉପରେ ଆପଲ୍ ଅବରୋଧ କରିଛି ।
  • ଆପଲ୍ ଚୀନରେ ଥିବା ନିଜ ଷ୍ଟୋରରେ ହଜାର ହଜାର ମୋବାଇଲ ଗେମ୍ ଅପଡେଟ ଫ୍ରିଜ୍ କରିଦେଇଛି । କାରଣ ସ୍ଥାନୀୟ ନିୟମାବଳୀ ପାଳନ କରିବାକୁ ଚାଇନା ସରକାର ବାଧ୍ୟ କରୁଛି ବୋଲି ଏକ ଗଣମାଧ୍ୟମ ରିପୋର୍ଟରେ କୁହାଯାଇଛି ।
  • ସେନ୍ସର ଟାୱାରର ତଥ୍ୟ ଅନୁଯାୟୀ ଚାଇନା ହେଉଛି ଆପଲର ସବୁଠାରୁ ବଡ ଆପ୍ ଷ୍ଟୋର ବଜାର । ବର୍ଷକୁ 16.4 ବିଲିୟନ ଡ଼ଲାର୍ ବିକ୍ରି ହେଉଛି । ଯୁକ୍ତରାଷ୍ଟ୍ରରେ ଏହି ସଂଖ୍ୟା ବର୍ଷକୁ 15.4 ବିଲିୟନ ଡ଼ଲାର ଅଟେ ।
  • ଆପଲ୍ ବର୍ତ୍ତମାନ ଚାଇନାରେ ପ୍ରାୟ 60,000 ଗେମ୍ ଆୟୋଜନ କରିଛି, ଯାହା ଇନ୍-ଆପ୍ କିଣିବାରେ ପ୍ରଦାନ କରାଯାଇଥାଏ ।
  • ରିପୋର୍ଟରେ କୁହାଯାଇଛି ଯେ ଆପଲ୍ ଫେବୃଆରୀରେ ମୋବାଇଲ୍ ଗେମ୍ ଡେଭଲପର୍ମାନଙ୍କୁ କହିଛି ଯେ, ଚାଇନା ନିୟମ ଅନୁସାରେ ଆପଲ୍‌ ଗେମ୍‌ଗୁଡିକ ପାଇଁ ଜୁନ୍ 30 ରୁ ଏକ ସରକାରୀ ଲାଇସେନ୍ସ ଆବଶ୍ୟକ ହେବ ।
  • ସିଏନବିସି ଅନୁଯାୟୀ ଚାଇନା ହେଉଛି ବିଶ୍ବର ସର୍ବବୃହତ ଗେମିଂ ମାର୍କେଟ ।
  • ମାର୍କେଟ ରିସର୍ଚ୍ଚ ଫାର୍ମ ନ୍ୟୁଜୋ ଅନୁଯାୟୀ, iOS ଚାଇନାରେ ମୋଟ ମୋବାଇଲ୍ ଗେମ୍ ରାଜସ୍ବର 53 ପ୍ରତିଶତ ଉତ୍ପାଦନ କରିପାରିବ ଯାହା ପ୍ରାୟ 13 ବିଲିୟନ ଡ଼ଲାର୍ ଅଟେ ।
  • ଆପ୍ ଷ୍ଟୋର ଚାଇନାରେ ଅନ୍ୟ ଦେଶ ତୁଳନାରେ ଅଧିକ ରାଜସ୍ବ ଉତ୍ପାଦନ କରୁଛି । ଏହାର ଅଧିକାଂଶ ଅଂଶ ଗେମରୁ ଆସିଥାଏ ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.