ETV Bharat / bharat

ଶିକ୍ଷକ ଓ ଛାତ୍ରଛାତ୍ରୀଙ୍କ ମଧ୍ୟରେ ଏନଇପି ସଚେତନତା ସୃଷ୍ଟି କରିବାକୁ ୟୁଜିସିର ନିର୍ଦ୍ଦେଶ - ନ୍ୟାସନାଲ ଏଜୁକେସନ ପଲିସି

ନ୍ୟାସନାଲ ଏଜୁକେସନ ପଲିସି (ଏନଇପି)କୁ ନେଇ ଶିକ୍ଷକ, ଛାତ୍ରଛାତ୍ରୀ, ଅଧିକାରୀ ଏବଂ ଅନ୍ୟ ହିତାଧୀକାରୀଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରିବାକୁ ଦେଶର ସମସ୍ତ ବିଶ୍ୱବିଦ୍ୟାଳୟ ଏବଂ କଲେଜଗୁଡ଼ିକୁ ୟୁଜିସି ନିର୍ଦ୍ଦେଶ ଦେଇଛନ୍ତି।

ugc
ଶିକ୍ଷକ ଓ ଛାତ୍ରଛାତ୍ରୀଙ୍କ ମଧ୍ୟରରେ ଏନଇପି ସଚେତନତା ସୃଷ୍ଟି କରିବାକୁ ୟୁଜିସିର ନିର୍ଦ୍ଦେଶ
author img

By

Published : Aug 6, 2020, 5:08 PM IST

ନୂଆଦିଲ୍ଲୀ: ନ୍ୟାସନାଲ ଏଜୁକେସନ ପଲିସି (ଏନଇପି)କୁ ନେଇ ଶିକ୍ଷକ, ଛାତ୍ରଛାତ୍ରୀ, ଅଧିକାରୀ ଏବଂ ଅନ୍ୟ ହିତାଧୀକାରୀଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରିବାକୁ ଦେଶର ସମସ୍ତ ବିଶ୍ୱବିଦ୍ୟାଳୟ ଏବଂ କଲେଜଗୁଡ଼ିକୁ ୟୁଜିସି ନିର୍ଦ୍ଦେଶ ଦେଇଛନ୍ତି।

ୟୁଜିସି ଦ୍ୱାରା ପରିଚାଳିତ ୟୁନିଭରସିଟିର ଆକ୍ଟିଭିଟିଜ ମନିଟରିଂ ପୋର୍ଟାଲରେ ଏହି ପରିପ୍ରେକ୍ଷୀରେ କାର୍ଯ୍ୟକଳାପ ବାଣ୍ଟିବାକୁ ବିଶ୍ୱବିଦ୍ୟାଳୟ ଏବଂ କଲେଜଗୁଡ଼ିକୁ କୁହାଯାଇଛି।

ୟୁଜିସି ସଚିବ ରଜନୀଶ ଜୈନ କୁଳପତିଙ୍କୁ ଲେଖିଥିବା ଏକ ଚିଠିରେ କହିଛନ୍ତି, ଏହି ପରିପ୍ରେକ୍ଷୀରେ ବିଭିନ୍ନ ହିତାଧିକାରୀଙ୍କ ସହ ବିଭିନ୍ନ ନୀତିର ହାଇଲାଇଟ ଏବଂ ନୀତିର ପ୍ରଭାବ ବିଷୟରେ ଆଲୋଚନା କରିବା ପାଇଁ ଆପଣଙ୍କୁ ୱେବିନାର ଏବଂ ଅନଲାଇନ ବ୍ୟବସ୍ଥା କରିବାକୁ ପଡିବ ।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏକ ବୈଠକରେ କେନ୍ଦ୍ର କ୍ୟାବିନେଟ ଦ୍ବାରା ଅନୁମୋଦିତ ଏନଇପି 1986ରେ ନିର୍ମିତ 34 ବର୍ଷ ପୁରୁଣା ଜାତୀୟ ନୀତିରେ ପରିବର୍ତ୍ତନ ଆଣିଛି । ଏଥିସହ ବିଶ୍ବ ସ୍ତରରେ ବିଦ୍ୟାଳୟ ଏବଂ ଉଚ୍ଚଶିକ୍ଷା ବ୍ୟବସ୍ଥାରେ ଏହା ପରିବର୍ତ୍ତନଶୀଳ ସଂସ୍କାର ଆଣିବା ପାଇଁ ଲକ୍ଷ୍ୟ ରଖିଛି।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.