ETV Bharat / bharat

ଦୁଇଟି ବିରଳ ପ୍ରଜାତିର ମାଛ ଉଦ୍ଧାର

author img

By

Published : Oct 21, 2020, 5:20 PM IST

କର୍ଣ୍ଣାଟକର ଉଦୁପିଠାରେ ମାଲପେ ମତ୍ସ୍ୟଜୀବୀଙ୍କ ଜାଲରେ ପଡିଲା ଦୁଇ ବିରଳ ପ୍ରଜାତିର ମାଛ । ଅଧିକ ପଢନ୍ତୁ...

ଦୁଇଟି ବିରଳ ମାଛ ଉଦ୍ଧାର
ଦୁଇଟି ବିରଳ ମାଛ ଉଦ୍ଧାର

ବେଙ୍ଗାଲୁରୁ: କର୍ଣ୍ଣାଟକର ଉଦୁପିଠାରେ ମାଲପେ ମତ୍ସ୍ୟଜୀବୀଙ୍କ ଜାଲରେ ଦୁଇଟି ବିଶାଳ ପ୍ରଜାତିର ମାଛ ଉଦ୍ଧାର ହୋଇଛି । ଯାହାର ଓଜନ 750 କେଜି ଓ 250 କେଜି ରହିଛି ।

ଦୁଇଟି ବିରଳ ମାଛ ଉଦ୍ଧାର

ବୁଧବାର ମାଲପେ ସୁଭାଷ ସାଲିୟାନ ନାଗାସିଡି ଡଙ୍ଗାରେ ଦୁଇଟି ବିଶାଳ ପ୍ରଜାତିର ମାଛ ଜାଲରେ ପଡିଛନ୍ତି । ଗୋଟିଏର ଓଜନ 750କେଜି ରହିଥିବାବେଳେ ଆଉ ଗୋଟିଏର ଓଜନ 250 କେଜି ରହିଛି । ସ୍ଥାନୀୟ ଅଞ୍ଚଳରେ ତୁଲୁ ଭାଷାରେ ଏହି ମାଛକୁ କମ୍ବୁ ଥୋରକେ ମେନୁ ଓ କନ୍ନଡରେ ଥେରକେ ମେନୁ ବୋଲି କୁହାଯାଏ । ମତ୍ସ୍ୟଜୀବୀଙ୍କ କହିବା ଅନୁସାରେ ଜାଲରେ ପଡିଥିବା ଦୁଇ ମାଛକୁ ଜାଲରୁ କାଢିବା କଷ୍ଟକର ହୋଇଥିଲା । ମାଛ ଦୁଇକୁ ବାହାରକୁ ଆଣିବାରେ କ୍ରେନର ସାହାର୍ଯ୍ୟ ନିଆଯାଇଥିଲା । ଏହି ମାଛ ଖାଇବା ପାଇଁ ଅତ୍ୟନ୍ତ ସ୍ବାଦିଷ୍ଟ । ଏହି ମାଛଗୁଡିକୁ ବିଦେଶକୁ ରପ୍ତାନୀ କରାଯାଏ ।

ବିରଳ ମାଛକୁ ଦେଖିବାକୁ ଘଟଣାସ୍ଥଳରେ ପ୍ରବଳ ଭିଡ ଲାଗିଥିଲା । ଦୁଇ ବିରାଟ ମାଛର ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.