ETV Bharat / bharat

ବିବାଦରେ ତ୍ରିପୁରା ସିଏମ: ଘରୋଇ ହିଂସା ଅଭିଯୋଗ ଆଣିଲେ ପତ୍ନୀ

ପୁଣିଥରେ ବିବାଦରେ ତ୍ରିପୁରା ମୁଖ୍ୟମନ୍ତ୍ରୀ ବିପ୍ଲବ ଦେବ । ଏଥର ପତ୍ନୀ ଆଣିଲେ ଅଭିଯୋଗ ।

author img

By

Published : Apr 26, 2019, 9:42 PM IST

ଫାଇଲ ଫଟୋ

ନୂଆଦିଲ୍ଲୀ: ସର୍ବଦା ନିଜ ବିବାଦୀୟ ମନ୍ତବ୍ୟ ଯୋଗୁଁ ଚର୍ଚ୍ଚାରେ ଥିବା ତ୍ରିପୁରା ମୁଖ୍ୟମନ୍ତ୍ରୀ ବିପ୍ଲବ ଦେବ ପୁଣିଥରେ ସମସ୍ୟାରେ ଛନ୍ଦି ହୋଇଛନ୍ତି । କିନ୍ତୁ ଏଥର ନିଜ ମନ୍ତବ୍ୟ ଯୋଗୁଁ ନୁହେଁ ବରଂ ତାଙ୍କ ବିରୁଦ୍ଧରେ ଘରୋଇ ହିଂସାର ମାମଲା ରୁଜୁ ହୋଇଛି । ବିପ୍ଲବଙ୍କ ପତ୍ନୀ ନୀତି ତାଙ୍କ ବିରୁଦ୍ଧରେ ଘରୋଇ ହିଂସାର ଅଭିଯୋଗ ଆଣିଛନ୍ତି ।

ନୀତି ନୂଆ ଦିଲ୍ଲୀର ତେଜ ହଜାରୀ କୋର୍ଟରେ ଛାଡପତ୍ର ପାଇଁ ନିର୍ଯ୍ୟାତନା ଓ ଘରୋଇ ହିଂସାର ଅଭିଯୋଗ ଆଣିଛନ୍ତି । ବିପ୍ଲବ ଦେବ ୨୦୧୮ରେ ତ୍ରିପୁରାର ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଥିଲେ । ସେବେଠାରୁ କ୍ରମାଗତ ସେ ବିବାଦରେ ରହି ଆସୁଛନ୍ତି ।

ବିଗତ ଦିନରେ ସେ କହିଥିଲେ ଯେ ଭାରତରେ ସେଟଲାଇଟ କମ୍ୟୁନିକେଶନ ଓ ଇଣ୍ଟରନେଟ ମହାଭାରତ ସମୟରୁ ରହି ଆସିଛି । ଏତିକି ନୁହଁ ସିଭିଲ ସର୍ଭିସ ପରୀକ୍ଷା କେବଳ ସିଭିଲ ଇଞ୍ଜିନିଅରମାନେ ଦେବା ଉଚିତ ବୋଲି କହିଥିଲେ ସେ ।

Intro:Body:

sdfasdf

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.