ETV Bharat / bharat

ଅନ୍ତର୍ଜାତୀୟ ପର୍ଯ୍ୟଟନସ୍ଥଳୀ ହେବ ଲଦାଖ

ଅନ୍ତର୍ଜାତୀୟ ପର୍ଯ୍ୟଟନସ୍ଥଳୀରେ ପରିଣତ ହେବ ଲଦାଖ । ପର୍ଯ୍ୟଟନର ହେବ ବିକାଶ । ବିଶ୍ବ ପର୍ଯ୍ୟଟନ ଦିବସ ଅବସରରେ ଆରମ୍ଭ ଏହି ନୂତନ ଯୋଜନା ।

ଫାଇଲ ଫଟୋ
author img

By

Published : Aug 30, 2019, 7:45 AM IST

Updated : Aug 30, 2019, 8:09 AM IST

ଲଦାଖ: ଲଦାଖରେ ଥିବା ପର୍ଯ୍ୟଟନସ୍ଥଳୀର ହେବ ବିକାଶ । ବିଶ୍ବ ପର୍ଯ୍ୟଟନ ଦିବସ ଅବସରରେ ଆରମ୍ଭ ଏହି ନୂତନ ଯୋଜନା । ଏନେଇ ଗୁରୁବାର ସଂସ୍କୃତି ଓ ପର୍ଯ୍ୟଟନ ମନ୍ତ୍ରୀ ପ୍ରହ୍ଲାଦ ପଟେଲ ସୂଚନା ଦେଇଛନ୍ତି । ରାଜସ୍ବ ଓ ନିଯୁକ୍ତି ବୃଦ୍ଧି କରିବାରେ ମଧ୍ୟ ଏହି ଯୋଜନା କାର୍ଯ୍ୟକାରୀ ହେବ ।

ଆସନ୍ତା ମାସରେ ବିଶ୍ବ ପର୍ଯ୍ୟଟନ ଦିବସ ଅବସରରେ ବିଭିନ୍ନ ଏଠାରେ ହେବ ପର୍ଯ୍ୟଟନ କାର୍ଯ୍ୟାଳୟ । ଅନେକ ବଡ ବଡ ଯୋଜନାର ଶୁଭାରମ୍ଭ ମଧ୍ୟ କରାଯିବ । ଲଦାଖକୁ ଅନ୍ତର୍ଜାତୀୟ ପର୍ଯ୍ୟଟନସ୍ଥଳୀରେ ପରିଣତ କରାଯିବ ବୋଲି ସଂସ୍କୃତି ଓ ପର୍ଯ୍ୟଟନ ମନ୍ତ୍ରୀ କହିଛନ୍ତି । ଖୁବ ଶୀଘ୍ର ଏହି ବଡ ଯୋଜନା ବିଷୟରେ ଘୋଷଣା କରିବେ ପ୍ରଧାନମନ୍ତ୍ରୀ ।

ଅନେକ ଦିନରୁ ଏହି ଅଞ୍ଚଳଟି ଅବହେଳିତ ହୋଇ ଆସୁଛି । ସଂସ୍କୃତିକ ବିକାଶ ଓ ନିଯୁକ୍ତି କ୍ଷେତ୍ରର ବୃଦ୍ଧି କରାଯିବ । ବିଦେଶୀ ପର୍ଯ୍ୟଟକଙ୍କ ପାଇଁ ତାଲିମପ୍ରାପ୍ତ ଗାଇଡଙ୍କୁ ନିଯୁକ୍ତ କରାଯିବ । ଯେପରି ଭାଷାଗତ ସମସ୍ୟା ଦେଖାଯିବନାହିଁ । ପର୍ଯ୍ୟଟନସ୍ଥଳୀରେ ମ୍ୟୁଜିୟମ ମଧ୍ୟ ନିର୍ମାଣ କରାଯିବାର ଯୋଜନା କରାଯିବ । କେନ୍ଦ୍ରମନ୍ତ୍ରୀ ପାର୍ଲିଆମେଣ୍ଟରେ ଲଦାଖ ଉପରେ ମତ ରଖିବା ପରେ କେନ୍ଦ୍ର ଏହାର ବିକାଶ ନେଇ ସମସ୍ତ ପ୍ରଚେଷ୍ଟା କରୁଛି ବୋଲି କହିଛନ୍ତି ପ୍ରହ୍ଲାଦ ।

Intro:Body:

PRABHU

Conclusion:
Last Updated : Aug 30, 2019, 8:09 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.