ETV Bharat / bharat

କୋରୋନା ଅପଡେଟ୍: ମଧ୍ୟପ୍ରଦେଶରେ 3 ନୂଆ କୋରୋନା ଆକ୍ରାନ୍ତ ଚିହ୍ନଟ

author img

By

Published : Mar 30, 2020, 9:32 PM IST

ସୋମବାର ଦିନ ମଧ୍ୟପ୍ରଦେଶ କୋରୋନା ସଂକ୍ରମିତଙ୍କ ସଂଖ୍ୟା 47 କୁ ବୃଦ୍ଧି ହୋଇଛି । ଏଥମଧ୍ୟରୁ କେବଳ ଇନ୍ଦୋରରେ 32 କୋରୋନା ଆକ୍ରାନ୍ତ ରହିଛନ୍ତି ।

v
ମଧ୍ୟପ୍ରଦେଶରେ 3 ନୂଆ କୋରୋନା ଆକ୍ରାନ୍ତ ଚିହ୍ନଟ

ଭୋପାଳ: ସୋମବାର ଦିନ ମଧ୍ୟପ୍ରଦେଶ କୋରୋନା ସଂକ୍ରମିତଙ୍କ ସଂଖ୍ୟା 47 କୁ ବୃଦ୍ଧି ହୋଇଛି । ଏଥମଧ୍ୟରୁ କେବଳ ଇନ୍ଦୋରରେ 32 କୋରୋନା ଆକ୍ରାନ୍ତ ରହିଛନ୍ତି ।

ସେହିପରି ସୋମବାର ରାଜସ୍ଥାନରେ ମଧ୍ୟ 3 ନୂଆ କୋରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ରାଜସ୍ଥାନରେ ମୋଟ କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଇ 62ରେ ପହଞ୍ଚିଛି । ପ୍ରକାଶ ଥାଉକି, ମାରାତ୍ମକ କୋରୋନା କାରଣରୁ ଦେଶରେ ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଇ 1071ରେ ପହଞ୍ଚିଥିବା ବେଳେ 30 ଜଣ ପ୍ରାଣ ହରାଇ ସାରିଲେଣି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.