ETV Bharat / bharat

TOP NEWS @5PM, ଦେଖନ୍ତୁ ବର୍ତ୍ତମାନର ବଡ ଖବର

author img

By

Published : Jul 21, 2020, 4:59 PM IST

ନଜର ପକାନ୍ତୁ NEWS@5PMର କିଛି ଗୁରୁତ୍ବପୂର୍ଣ୍ଣ ଖବର ଉପରେ...

TOP NEWS @5PM, ଦେଖନ୍ତୁ ବର୍ତ୍ତମାନର ବଡ ଖବର
TOP NEWS @5PM, ଦେଖନ୍ତୁ ବର୍ତ୍ତମାନର ବଡ ଖବର

1.ଡିସେମ୍ବର ସୁଦ୍ଧା 50 ପ୍ରତିଶତ ଲୋକଙ୍କ ମଧ୍ୟରେ ଥିବ ଆଣ୍ଟିବଡ଼ି

ସେପ୍ଟେମ୍ବର ସୁଦ୍ଧା କୋରୋନା ଲ୍ୟାଣ୍ଡଫଲ କରିବ ବୋଲି ଆକଳନ କରାଯାଉଛି । ଫଳରେ ଡିସେମ୍ବର ସୁଦ୍ଧା 50 ପ୍ରତିଶତ ଲୋକଙ୍କ ମଧ୍ୟରେ 50 ପ୍ରତିଶତ ଥିବ ଆଣ୍ଟିବଡି ।

2.ରାଜସ୍ଥାନ ରାଜନୀତି: ରାୟ ସଂରକ୍ଷିତ ରଖିଲେ ହାଇକୋର୍ଟ

ରାଜସ୍ଥାନ ରାଜନୀତିରେ ଜାରି ସସପେନ୍ସ ମଧ୍ୟରେ ହାଇକୋର୍ଟରେ ଦାଏର ଯାଚିକାର ରାୟ ସଂରକ୍ଷିତ । 24 ଜୁଲାଇ ଯାଏଁ ବିଦ୍ରୋହୀ ବିଧାୟକଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ ନକରିବାକୁ ବାଚସ୍ପତିଙ୍କୁ ନିର୍ଦେଶ ।

3.N-95 ମାସ୍କକୁ ନେଇ କେନ୍ଦ୍ର ସରକାରଙ୍କ ଚେତାବନୀ: ରାଜ୍ୟ-କେନ୍ଦ୍ରଶାସିତ ଅଞ୍ଚଳକୁ ଚିଠି

ସ୍ବାସ୍ଥ୍ୟ ସେବା ମହାନିର୍ଦ୍ଦେଶକ ରାଜୀବ ଗର୍ଗ ସ୍ବାସ୍ଥ୍ୟ ଏବଂ ଚିକିତ୍ସା ଶିକ୍ଷା ବିଭାଗର ମୁଖ୍ୟ ସଚିବମାନଙ୍କୁ ଏକ ଚିଠି ଲେଖିଛନ୍ତି ।

4.2 ସପ୍ତାହରେ ମୁମ୍ବାଇରେ କାବୁ ହେବ କୋରୋନା, ଦେଶରେ ଶୀଘ୍ର ସୁଧୁରିବ ସ୍ଥିତି: IIT ବମ୍ବେ

ଆଇଆଇଟି ବମ୍ବେ କମ୍ପ୍ୟୁଟର ସାଇନ୍ସ ବିଭାଗର ପ୍ରଫେସର ଡାକ୍ତର ଭାସ୍କର ରମଣ ଦେଶରେ ଦ୍ରୁତ ଗତିରେ ବଢୁଥିବା କୋରୋନା ସଂକ୍ରମଣର ଶୀଘ୍ର ହ୍ରାସ ନେଇ ରିପୋର୍ଟ ଜାରି କରିଛନ୍ତି ।

5.ରାଜ୍ୟସଭାରେ ବିଜେପିର ମୁଖ୍ୟ ସଚେତକ ହେଲେ ଶିବ ପ୍ରତାପ ଶୁକ୍ଲା

ଭାରତୀୟ ଜନତା ପାର୍ଟି ସାଂସଦ ଶିବ ପ୍ରତାପ ଶୁକ୍ଲାଙ୍କୁ ରାଜ୍ୟସଭାରେ ମୁଖ୍ୟ ସଚେତକ ଭାବେ ନିଯୁକ୍ତ କରାଯାଇଛି । ଉଚ୍ଚ ସଦନ ପାଇଁ ହ୍ବିପ୍ ଦେବାର ଦାୟିତ୍ବ ବର୍ତ୍ତମାନ ତାଙ୍କ କାନ୍ଧରେ ।

6.ଅବହେଳାର ଦୋଛକିରେ ବଂଶଧାରା, ନାଗାବଳୀ ଓ କଲ୍ୟାଣୀର ବନ୍ୟା ନିୟନ୍ତ୍ରଣ ଯୋଜନା

ବଂଶଧାରା, ନାଗାବଳୀ, କଲ୍ୟାଣ ନଦୀ ବନ୍ୟା ପରିଚାଳନା ଯୋଜନା ନାଲିଫିତା ତଳେ ବନ୍ଧାପଡିଛି ।

7.କୋରୋନା ସଙ୍କଟ ବେଳେ କେନ୍ଦ୍ରକୁ ମମତାଙ୍କ ଟାର୍ଗେଟ, ଆଣିଲେ ଅବହେଳା ଅଭିଯୋଗ

ମହାମାରୀର ଏପରି ସଙ୍କଟ ସ୍ଥିତିରେ ରାଜ୍ୟର ସ୍ଥିତିକୁ ସମ୍ଭାଳିବା ପରିବର୍ତ୍ତେ କେନ୍ଦ୍ର ଉପରେ ବର୍ଷିଛନ୍ତି ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ । କେନ୍ଦ୍ର ସରକାର ରାଜ୍ୟକୁ ଅଣଦେଖା କରୁଥିବା କହିଛନ୍ତି ମମତା ।

8.ଆତ୍ମନିର୍ଭର ଭାରତ: ‘ମନୋଦର୍ପଣ ପଦକ୍ଷେପ’ ଆରମ୍ଭ କଲେ କେନ୍ଦ୍ରମନ୍ତ୍ରୀ

ମାନବ ସମ୍ବଳ ଓ ବିକାଶ ମନ୍ତ୍ରୀ ରମେଶ ପୋଖରିଆଲ ନିଶଙ୍କ ଆଜି(ମଙ୍ଗଳବାର) ଆତ୍ମନିର୍ଭର ଅଭିଯାନ ଅଧୀନରେ ‘ମନୋଦର୍ପଣ ପଦକ୍ଷେପ’ ଆରମ୍ଭ କରିଛନ୍ତି ।

9.ଦ୍ବାଦଶ ଶ୍ରେଣୀ ବହିରେ ଯୋଡି ହେଲା ଧାରା 370 ଉଚ୍ଛେଦ ଅଧ୍ୟାୟ

ନ୍ୟାସନାଲ କାଉନସିଲ୍ ଅଫ୍ ଏଜୁକେସନାଲ୍ ରିସର୍ଚ୍ଚ ଆଣ୍ଡ ଟ୍ରେନିଂ (ଏନସିଆରଟି) ଦ୍ବାଦଶ ଶ୍ରେଣୀର ରାଜନୀତି ବିଜ୍ଞାନ ପୁସ୍ତକରେ ଜାମ୍ମୁକାଶ୍ମୀରର ସ୍ବତନ୍ତ୍ର ରାଜ୍ୟ ମାନ୍ୟତା ଦାବିକୁ ସମାପ୍ତ କରିବା ନେଇ ଉଲ୍ଲେଖ କରିଛି ।

10.ସୁନା ଚୋରା ଚାଲାଣ ମାମଲା, ବଢିଲା ସ୍ୱପ୍ନା ସୁରେଶ ଓ ସନ୍ଦୀପର ହେପାଜତ ଅବଧି

ସୁନା ଚୋରା ଚାଲାଣ ମାମଲାର ଦ୍ୱିତୀୟ ଅଭିଯୁକ୍ତ ସ୍ବପ୍ନା ସୁରେଶ ଏବଂ ଚତୁର୍ଥ ଅଭିଯୁକ୍ତ ସନ୍ଦୀପ ନାୟାରଙ୍କ ହେପାଜତ ଅବଧି ଜୁଲାଇ 24 ପର୍ଯ୍ୟନ୍ତ ବଢାଇଛନ୍ତି ଏନଆଇଏ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.