ETV Bharat / bharat

TOP NEWS @5PM: ଦେଖନ୍ତୁ ବର୍ତ୍ତମାନର ବଡ ଖବର

author img

By

Published : Jul 20, 2020, 5:10 PM IST

ନଜର ପକାନ୍ତୁ NEWS@3PMର କିଛି ଗୁରୁତ୍ବପୂର୍ଣ୍ଣ ଖବର ଉପରେ...

TOP NEWS @5PM: ଦେଖନ୍ତୁ ବର୍ତ୍ତମାନର ବଡ ଖବର
TOP NEWS @5PM: ଦେଖନ୍ତୁ ବର୍ତ୍ତମାନର ବଡ ଖବର

1. କୋରୋନାକୁ ମାତ୍ ଦେଇ କାର୍ଯ୍ୟରେ ଯୋଗ ଦେଲେ 95 ପୋଲିସକର୍ମୀ

ଓଡିଶା ପୋଲିସର 95 କର୍ମଚାରୀ କୋରୋନାରୁ ସୁସ୍ଥ ହେବା ପରେ ଆଗଧାଡିର ଯୋଦ୍ଧା ଭାବେ ପୁଣି ଥରେ ନିଜ କାର୍ଯ୍ୟରେ ଯୋଗ ଦେଇଛନ୍ତି ।

2. କୋରୋନା କବଳରେ ଭଦ୍ରକର 7 ପୋଲିସ ଅଧିକାରୀ, ମୋଟ ସଂଖ୍ୟା 351କୁ ବୃଦ୍ଧି

ଭଦ୍ରକ ଜିଲ୍ଲାରେ ସୋମବାର 58 ଜଣ କୋରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ଆଜିର ଚିହ୍ନଟ ପଜିଟିଭଙ୍କ ମଧ୍ୟରେ 7 ଜଣ ପୋଲିସ ଅଧିକାରୀ ରହିଛନ୍ତି ।

3. ଭୁବନେଶ୍ବର ଲକଡାଉନ, ଚାଲିଛି କଡାକଡି ଚେକିଂ

ଭୁବନେଶ୍ବରରେ ଜାରି ରହିଛି ଲକଡାଉନ କଟକଣା । ରାଜଧାନୀର ବିଭିନ୍ନ ଛକରେ ପୋଲିସ ପକ୍ଷରୁ କଡାକଡି ଚେକିଂ କରାଯାଉଛି ।

4. CSR ଅଭିଯାନ ଆରମ୍ଭ କଲେ ସ୍ବାସ୍ଥ୍ୟମନ୍ତ୍ରୀ, ସାମାଜିକ ଟୀକାର ଦେଲେ ବାର୍ତ୍ତା

କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀ ଡ଼ଃ ହର୍ଷବର୍ଦ୍ଧନ ସୋମବାର କୋଭିଡ-19 ବିରୋଧରେ ପଞ୍ଜାବ ନ୍ୟାସନାଲ ବ୍ୟାଙ୍କର ଦେଶବ୍ୟାପୀ କର୍ପୋରେଟ ସାମାଜିକ ଦାୟିତ୍ବବୋଧ (CSR) ଅଭିଯାନ ଆରମ୍ଭ କରିଛନ୍ତି।

5. 'କଂଗ୍ରେସ ବର୍ଷ ବର୍ଷ ଧରି ପ୍ରଧାନମନ୍ତ୍ରୀଙ୍କୁ ବିନାଶ କରିବାକୁ ଚେଷ୍ଟା କରୁଛି'

ଡୋକଲାମ ହେଉ କିମ୍ବା ବର୍ତ୍ତମାନର ଲଦାଖ ବିବାଦ ହେଉ ରାହୁଲ ଗାନ୍ଧୀ ଭାରତର ସଶସ୍ତ୍ର ବାହିନୀଙ୍କୁ ବିଶ୍ବାସ କରିବା ପରିବର୍ତ୍ତେ ଚୀନକୁ ବିଶ୍ବାସ କରୁଛନ୍ତି ବୋଲି ନଡ୍ଡା କହିଛନ୍ତି ।

6. ଆଧାର ସମ୍ବନ୍ଧିତ ସମସ୍ୟାର ସମାଧାନ କରିବ UIDAI ଟ୍ବିଟର ସର୍ଭିସ

ବର୍ତ୍ତମାନ UIDAI ର ଟ୍ବିଟର ଆକାଉଣ୍ଟ @UIDAI ଏବଂ @Aadhaar_Careରେ ଟ୍ୱିଟ କରି ଆଧାର ସମ୍ବନ୍ଧୀୟ ଯେକୌଣସି ସୂଚନା ପାଇପାରିବେ ।

7.ଆଜି ପବିତ୍ର ଚିତା ଲାଗି ଅମାବାସ୍ୟା

ସ୍ନାନ ପୂର୍ଣ୍ଣିମା ଦିନ ଶ୍ରୀବିଗ୍ରହମାନଙ୍କର ମସ୍ତକରୁ ଯେଉଁ ରତ୍ନ ଖଚିତ ଚିତା 'ଉଲାଗି' କରି ଦିଆଯାଇଥାଏ, ତାହା ଆଜିର ତିଥିରେ ତିନି ଠାକୁରଙ୍କୁ ରତ୍ନ ଖଚିତ ସୁବର୍ଣ୍ଣ ଚିତା ଲାଗୁ କରାଯାଇଥାଏ..

8.ସର୍ବକାଳୀନ ରେକର୍ଡ ଭାଙ୍ଗିଲା କୋରୋନା, ଦେଶରେ 40,425 ନୂଆ ମାମଲା ସହ 681 ମୃତ୍ୟୁ

4 ଘଣ୍ଟାରେ ଦେଶରେ 40,425 ମାମଲା ସହ 681 ମୃତ୍ୟୁ ମାମଲା ରେକର୍ଡ କରାଯାଇଛି..

9.ଅଯୋଧ୍ୟା ରାମ ମନ୍ଦିର ଭୂମି ପୂଜନ କାର୍ଯ୍ୟକ୍ରମରେ ଯୋଗଦେବେ 250 ଅତିଥି

ଆସନ୍ତା ମାସ ଅଗଷ୍ଟ 5 ତାରିଖରେ ଉତ୍ତରପ୍ରଦେଶ ଅଯୋଦ୍ଧାରେ ବହୁ ପ୍ରତୀକ୍ଷିତ ରାମ ମନ୍ଦିର ନିର୍ମାଣ ପାଇଁ ଭୂମି ପୂଜନ କାର୍ଯ୍ୟକ୍ରମ ଆୟୋଜନ କରାଯିବ..

10.ଆଜି ଆସିବ ଅକ୍ସଫୋର୍ଡ କୋଭିଡ ଭ୍ୟାକ୍ସିନ ପରୀକ୍ଷଣର ଫଳାଫଳ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.