ETV Bharat / bharat

ଶ୍ରୀନଗରରେ ଏନକାଉଣ୍ଟର, 3 ଆତଙ୍କୀ ସଫା

author img

By

Published : Sep 17, 2020, 8:37 AM IST

ଶ୍ରୀନଗରରେ ଏନକାଉଣ୍ଟର । 3 ଆତଙ୍କୀ ସଫା । ଏନକାଉଣ୍ଟର ଜାରି । ଅଧିକ ପଢନ୍ତୁ...

ଶ୍ରୀନଗରରେ ଏନକାଉଣ୍ଟର
ଶ୍ରୀନଗରରେ ଏନକାଉଣ୍ଟର

ଶ୍ରୀନଗର: ଜମ୍ମୁ ଓ କଶ୍ମୀରରେ ଏନକାଉଣ୍ଟର । 3 ଆତଙ୍କୀ ନିପାତ । ଅପରେସନ ଜାରି । ଶ୍ରୀନଗରରେ ବାଟାମାଲୁରେ ଚାଲିଛି ଏନକାଉଣ୍ଟର ।

ସେପଟେ ଆତଙ୍କବାଦୀଙ୍କ ଗୁଳିରେ ଜଣେ ମହିଳାଙ୍କ ମୃତ୍ୟୁ ଘଟିଥିବାବେଳେ ଦୁଇ ଜଣ ସୁରକ୍ଷାକର୍ମୀ ଆହତ ହୋଇଛନ୍ତି । ରାତି 2ଟା30ରେ ଏନକାଉଣ୍ଟର ଆରମ୍ଭ ହୋଇଥିବାବେଳେ ଏବେ ବି ଜାରି ରହିଛି ଅପରେସନ ।

ପ୍ରଥମେ ଆତଙ୍କବାଦୀଙ୍କ ପକ୍ଷରୁ ସୁରକ୍ଷାକର୍ମୀଙ୍କ ଉପରକୁ ଗୁଳିମାଡ ହେବା ପରେ ଅପରେସନ ଆରମ୍ଭ ହୋଇଛି । ତେବେ ଏହି ଏନକାଉଣ୍ଟରରେ 3 ଜଣ ଆତଙ୍କବାଦୀ ନିହତ ହୋଇଥିବାବେଳେ ଜଣେ ମହିଳାଙ୍କ ମୃତ୍ୟୁ ଘଟିଛି । ଦୁଇ ଜଣ ସୁରକ୍ଷା କର୍ମୀ ଆହତ ହୋଇଛନ୍ତି । ସେମାନଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଛି ।

ସୂଚନାଥାଉକି, ଅଗଷ୍ଟ 30 ତାରିଖରେ ହୋଇଥିବା ଏନକାଉଣ୍ଟରରେ 3 ଜଣ ଆତଙ୍କବାଦୀ ନିହତ ହୋଇଥିବାବେଳେ ଜଣେ ପୋଲିସ କର୍ମୀ ଶହୀଦ ହୋଇଥିଲେ ।

@ANI

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.