ETV Bharat / bharat

ଡିଫେନ୍ସ କଲୋନୀରେ 3କୋରୋନା ପଜେଟିଭ, ଜମାତୀ ଗାର୍ଡ ନାଁରେ ମାମଲା ରୁଜୁ - କୋରୋନା ଭାଇରସ

ଦିଲ୍ଲୀର ଡିଫେନ୍ସ କଲୋନୀ ପୋଲିସ ଷ୍ଟେସନ ଅନ୍ତର୍ଗତ ଅଞ୍ଚଳରେ ଗୋଟିଏ ପରିବାରର ତିନି ଜଣଙ୍କୁ କୋରୋନା ପଜିଟିଭ୍ ହୋଇଥିବା ସୂଚନା ମିଳିଛି । ଏହି ତିନିଜଣଙ୍କୁ ହୋମ କ୍ବାରେଣ୍ଟିନରେ ରଖାଯାଇଛି । ଏହି ଘଟଣାରେ ପୋଲିସ କଲୋନୀ ଗାର୍ଡ ବିରୋଧରେ ମାମଲା ରୁଜୁ କରିଛି । ଅଭିଯୁକ୍ତ ଗାର୍ଡ ତଗଲିଗୀ ଫେରନ୍ତା ଥିଲା । ଅଧିକ ପଢନ୍ତୁ...

ଫାଇଲ ଫଟୋ
ଫାଇଲ ଫଟୋ
author img

By

Published : Apr 8, 2020, 7:43 PM IST

ନୂଆଦିଲ୍ଲୀ: ନିଜାମୁଦ୍ଦିନ ତବଲିଗୀ ଜମାତ ସଂଯୋଗରେ ପରେ କୋରୋନା ସଂକ୍ରମଣ ମାମଲା ଦେଶରେ ଅନେକ ସ୍ଥାନରେ ବୃଦ୍ଧି ପାଇଥିଲା । ଏବେ ଦିଲ୍ଲୀର ଡିଫେନ୍ସ କଲୋନୀ ପୋଲିସ ଷ୍ଟେସନ ଅନ୍ତର୍ଗତ ଅଞ୍ଚଳରେ ଗୋଟିଏ ପରିବାରର ତିନି ଜଣଙ୍କୁ କୋରୋନା ପଜିଟିଭ୍ ହୋଇଥିବା ସୂଚନା ମିଳିଛି । ଏହି ତିନିଜଣଙ୍କୁ ହୋମ କ୍ବାରେଣ୍ଟିନରେ ରଖାଯାଇଛି । ଏହି ଘଟଣାରେ ପୋଲିସ କଲୋନୀ ଗାର୍ଡ ବିରୋଧରେ ମାମଲା ରୁଜୁ କରିଛି । ଅଭିଯୁକ୍ତ ଗାର୍ଡ ତଗଲିଗୀ ଫେରନ୍ତା ଥିଲା । ଏହି ଘଟଣାରେ ସୂଚନା ଦିଲ୍ଲୀ ପୋଲିସ ଦେଇଛି ।

ସୂଚନା ଅନୁସାରେ ଡିଫେନ୍ସ କଲୋନୀ ପୋଲିସ ଷ୍ଟେସନରେ ଯେଉଁ ଗାର୍ଡଙ୍କ ବିରୋଧରେ ମାମଲା ରୁଜୁ ହୋଇଛି ତାଙ୍କ ନାମ ମୁସ୍ତକିମ । ପୋଲିସର ସୂଚନାନୁସାରେ, ଯେଉଁ ଘରେ ତିନିଜଣ କୋରୋନା ପଜେଟିଭ ସଦସ୍ୟ ଅଛନ୍ତି, ଅଭିଯୁକ୍ତ ଗାର୍ଡ ବେନାଗା ସେହି ଘରେ ବୁଲୁଥିଲେ । ଏହି ଘରେ ତିନି ଜଣଙ୍କର କରୋନା ପଜିଟିଭ୍ ହେବାର ଖବର ଆସିବା ମାତ୍ରେ ହଠାତ୍ ଗାର୍ଡ ଏପ୍ରିଲ୍ 3 ରୁ ଗାଏବ ହୋଇଯାଇଥିଲା ।

ଡିଫେନ୍ସ କଲୋନୀ ପୋଲିସ ଷ୍ଟେସନ ଅନୁଯାୟୀ, ଗାର୍ଡଙ୍କ ହଠାତ୍ ନିଖୋଜ ହେବା ତାଙ୍କ ଉପରେ ସନ୍ଦେହ ବଢିଥିଲା । ଜାଣିବାକୁ ମିଳିଛି ଯେ ମୁସ୍ତାକିମ୍ ଓଖଲା ଅଞ୍ଚଳର ବାସିନ୍ଦା । ସେ ତବଲିଗୀ ଜାମାତକୁ ମଧ୍ୟ ଯାଇଥିଲେ ।

@IANSଇନପୁଟ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.