ETV Bharat / bharat

ହାଇଦ୍ରାବାଦ ଗଣଦୁଷ୍କର୍ମ ପୀଡିତାଙ୍କୁ ମିଳୁ ନ୍ୟାୟ: କେଟିଆର - ହାଇଦ୍ରାବାଦ ଗଣଦୁଷ୍କର୍ମ ପୀଡିତାଙ୍କୁ ମିଳୁ ନ୍ୟାୟ

ପଶୁ ଡାକ୍ତରାଣୀଙ୍କୁ ଗଣଦୁଷ୍କର୍ମ ଓ ହତ୍ୟା ପରେ ତେଲେଙ୍ଗାନାରେ ତେଜୁଛି ନିଆଁ । ପୀଡିତାଙ୍କ ପରିବାରକୁ ନ୍ୟାୟ ମିଳୁ ବୋଲି ଅନେକ ନେତା, ମନ୍ତ୍ରୀ ପ୍ରଧାନମନ୍ତ୍ରୀଙ୍କୁ ନିକଟରେ ଆଗ୍ରହ ପ୍ରକାଶ କରୁଛନ୍ତି । ରାମ ରାଓ ଆଇପିସି ଏବଂ ସିଆରପିସି ରେ ତୁରନ୍ତ ସଂଶୋଧନ କରାଯାଉ ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଟ୍ବିଟ କରି ଦାବି କରିଛନ୍ତି ।

ହାଇଦ୍ରାବାଦ ଗଣଦୁଷ୍କର୍ମ ପୀଡିତାଙ୍କୁ ମିଳୁ ନ୍ୟାୟ: କେଟିଆର

author img

By

Published : Dec 2, 2019, 2:19 AM IST

Updated : Dec 4, 2019, 3:59 PM IST

ହାଇଦ୍ରାବଦ: ପଶୁ ଡାକ୍ତରାଣୀଙ୍କୁ ଗଣଦୁଷ୍କର୍ମ ଓ ହତ୍ୟା ପରେ ତେଲେଙ୍ଗାନାରେ ତେଜୁଛି ନିଆଁ । ବର୍ତ୍ତମାନ ପୀଡିତାଙ୍କ ପରିବାରକୁ ନ୍ୟାୟ ମିଳୁ ବୋଲି ଅନେକ ନେତା, ମନ୍ତ୍ରୀ ପ୍ରଧାନମନ୍ତ୍ରୀଙ୍କୁ ନିକଟରେ ଆଗ୍ରହ ପ୍ରକାଶ କରୁଛନ୍ତି । ତେଲେଙ୍ଗାନା ରାଷ୍ଟ୍ର ସମିତି (ଟିଆରଏସ) ର କାର୍ଯ୍ୟକାରୀ ଅଧ୍ୟକ୍ଷ ଏବଂ ରାଜ୍ୟ ମନ୍ତ୍ରୀ କେ.ଟି ରାମ ରାଓ (କେଟିଆର) ଅଭିଯୁକ୍ତକୁ ତୁରନ୍ତ ଦଣ୍ଡ ଦିଆଯିବା ଉଚିତ ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଟ୍ବିଟ କରିଛନ୍ତି ।

ହାଇଦ୍ରାବାଦ ଗଣଦୁଷ୍କର୍ମ ପୀଡିତାଙ୍କୁ ମିଳୁ ନ୍ୟାୟ: କେଟିଆର
ହାଇଦ୍ରାବାଦ ଗଣଦୁଷ୍କର୍ମ ପୀଡିତାଙ୍କୁ ମିଳୁ ନ୍ୟାୟ: କେଟିଆର

ରାମ ରାଓ ଆଇପିସି ଏବଂ ସିଆରପିସିରେ ତୁରନ୍ତ ସଂଶୋଧନ କରାଯାଉ ବୋଲି ଦାବି କରିଛନ୍ତି । ବର୍ତ୍ତମାନ ଯେଉଁ ଅପରାଧୀ ମାନେ ନାବାଳିକା ଏବଂ ମହିଳାଙ୍କ ସହ ଦୁଷ୍କର୍ମ ଭଳି ଜଙ୍ଘନ୍ୟ ଅପରାଧ କରୁଛନ୍ତି, ସେମାନଙ୍କୁ ତୁରନ୍ତ ମୃତ୍ୟୁଦଣ୍ଡ ଦିଆଯାଉ ବୋଲି ଦାବି କରିଛନ୍ତି । ସେହିପରି ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ କେ. ଚନ୍ଦ୍ରଶେଖର ରାଓଙ୍କ ପୁଅ ରାମ ରାଓ ପୁଣି ମନେ ପକାଇଛନ୍ତି ଦିଲ୍ଲୀର ନିର୍ଭୟା ଦୁଷ୍କର୍ମ ଘଟଣା । ସେ କହିଛନ୍ତି ନିର୍ଭୟାର ଭୟାଭୟ ଦୁଷ୍କର୍ମ ଏବଂ ହତ୍ୟାକାଣ୍ଡର 7 ବର୍ଷ ବିତିଗଲା, ହେଲେ ଏପର୍ଯ୍ୟନ୍ତ ଦୋଷୀଙ୍କୁ ଫାଶୀ ମିଳିନି ।

ସେ ପୁଣି ଟ୍ବିଟ ଜରିଆରେ କହିଛନ୍ତି, ‘ପଶୁ ଡାକ୍ତରାଣୀଙ୍କ ଗଣଦୁଷ୍କର୍ମକାରୀଙ୍କୁ ଗିରଫ କରାଯାଇଛି । ହେଲେ ତାଙ୍କୁ ତୁରନ୍ତ କାହିଁକି ଦଣ୍ଡ ମିଳୁ ନାହିଁ । ଏହି ମୁଦ୍ଦାଟି ସଂସଦରେ ଚର୍ଚ୍ଚା ପାଇଁ ପ୍ରାଥମିକତା ଦିଆଯିବା ଉଚିତ । ଏଥିଲାଗି ମୁଁ ଅପିଲ କରୁଛି । ଏବେ ପୁରୁଣା ଆଇନକୁ ସଂଶୋଧନ କରିବାର ସମୟ ଆସିଯାଇଛି । ନୂତନ ନିୟମ ଆଣିବା ଉଚିତ ଏବଂ ଅଭିଯୁକ୍ତଙ୍କ ପାଇଁ ଅହୁରୀ କଡା ନିୟମ କରିବା ପାଇଁ ଅପିଲ କରୁଛି ।’

Intro:Body:

BLANK FOR LINK 

Conclusion:
Last Updated : Dec 4, 2019, 3:59 PM IST

For All Latest Updates

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.