ETV Bharat / bharat

'ଜେଡିୟୁର 50 ପ୍ରତିଶତ ବିଧାୟକ ଆରଜେଡିର ସମ୍ପର୍କରେ ଅଛନ୍ତି' - ଜେଡିୟୁ

ଶାସକ ଦଳ ଜେଡିୟୁର 50 ପ୍ରତିଶତ ବିଧାୟକ ଆରଜେଡି ସମ୍ପର୍କରେ ଥିବା ପୂର୍ବତନ ମୁଖ୍ୟ ମନ୍ତ୍ରୀ ଲାଲୁ ପ୍ରସାଦ ଯାଦବଙ୍କ ବଡ ପୁଅ ତେଜ ପ୍ରତାପ ଯାଦବ କହିଛନ୍ତି । ଅଧିକ ପଢନ୍ତୁ...

'ଜେଡିୟୁର 50 ପ୍ରତିଶତ ବିଧାୟକ ଆରଜେଡିର ସମ୍ପର୍କରେ ଅଛନ୍ତି'

author img

By

Published : Aug 27, 2020, 10:39 PM IST

ପାଟନା: ବିହାର ବିଧାନସଭା ନିର୍ବାଚନ ପୂର୍ବରୁ ରାଜ୍ୟ ରାଜନୀତି ସରଗରମ ହୋଇଛି । ଶାସକ ଦଳ ଜେଡିୟୁର 50 ପ୍ରତିଶତ ବିଧାୟକ ଆରଜେଡି ସମ୍ପର୍କରେ ଥିବା ପୂର୍ବତନ ମୁଖ୍ୟ ମନ୍ତ୍ରୀ ଲାଲୁ ପ୍ରସାଦ ଯାଦବଙ୍କ ବଡ ପୁଅ ତେଜ ପ୍ରତାପ ଯାଦବ କହିଛନ୍ତି । ତେବେ ଏହି ନିର୍ବାଚନରେ ରାଷ୍ଟ୍ରୀୟ ଜନତା ଦଳ ସମ୍ପୁର୍ଣ୍ଣ ଶକ୍ତି ଲଗାଇ ଲଢିବ ବୋଲି ସେ କହିଛନ୍ତି ।

'ଜେଡିୟୁର 50 ପ୍ରତିଶତ ବିଧାୟକ ଆରଜେଡିର ସମ୍ପର୍କରେ ଅଛନ୍ତି'

ପୂର୍ବତନ କେନ୍ଦ୍ର ମନ୍ତ୍ରୀ ରଘୁବଂଶ ପ୍ରସାଦ ସିଂଙ୍କର ଦଳ ସହ କିଛିଟା ବିବାଦ ଜାରି ରହିଛି । ସେ ଆରଜେଡି ଛାଡି ଜେଡିୟୁରେ ସାମିଲ ହେବେ ବୋଲି ଚର୍ଚ୍ଚା ହେଉଛି । ତେବେ ଏହି ଖବରକୁ ଖଣ୍ଡନ କରି ତେଜ ପ୍ରତାପ କହିଛନ୍ତି, ମୁଁ ପ୍ରତିଦିନ ରଘୁବଂଶଙ୍କ ସହ କଥା ହେଉଛି । ଜେଡିୟୁର 50 ପ୍ରତିଶତ ବିଧାୟକ ଆରଜେଡିର ସମ୍ପର୍କରେ ଅଛନ୍ତି । ସମୟ ଆସିଲେ ସେମାନଙ୍କ ନାମ ପ୍ରକାଶ କରାଯିବ ବୋଲି ସେ କହିଛନ୍ତି ।

ସେହିପରି ଜେଏମଏମ ସହ ମେଣ୍ଟ କରି ନିର୍ବାଚନ ଲଢିବା ପ୍ରସଙ୍ଗରେ ତେଜ ପ୍ରତାପ ଯାଦବ କହିଛନ୍ତି, ଲାଲୁ ପ୍ରସାଦ ଯାଦବ ଏବଂ ତେଜସ୍ବୀ ଯାଦବ ଏହା ଉପରେ ନିଷ୍ପତ୍ତି ନେବେ। ନିର୍ବାଚନ ପାଇଁ ରଣନୀତି ପ୍ରସ୍ତୁତ କରାଯାଇଛି। ମୁଁ ବର୍ତ୍ତମାନ ବିହାର ଯିବି । ସେଠାରେ ଜନସାଧାରଣଙ୍କୁ ଭେଟିବି ବୋଲି ସେ କହିଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.