ETV Bharat / bharat

ସମସ୍ତ ରେଳ ଷ୍ଟେସନରେ ମିଳିବ ମାଟି ପାତ୍ରରେ ଚା' - 25ଟି ରେଳ ଷ୍ଟେସନ ହେବ ପ୍ଲାଷ୍ଟିକ ମୁକ୍ତ

ଧିରେ ଧିରେ ଦେଶକୁ ପ୍ଲାଷ୍ଟିକ ମୁକ୍ତ କରିବାକୁ ଚାଲିଛି ପ୍ରୟାସ । ରେଳ ଷ୍ଟେସନରେ ଯାତ୍ରୀଙ୍କୁ ପ୍ଲାଷ୍ଟିକ ବଦଳରେ କାଗଜର ଗ୍ଲାସ କିମ୍ବା ପୂର୍ବପରି ମାଟିର ପାତ୍ରରେ ଚା' ଦିଆଯିବ ।

ଫଟୋ ସୌଜନ୍ୟ: ଇଟିଭି ଭାରତ ବ୍ୟୁରୋ
author img

By

Published : Oct 2, 2019, 1:19 AM IST

ଡେରାଡୁନ: ଉତ୍ତର ରେଳ ବିଭାଗ ପକ୍ଷରୁ 25ଟି ରେଳ ଷ୍ଟେସନକୁ ପ୍ଲାଷ୍ଟିକ ମୁକ୍ତ କରିବାକୁ ଆଦେଶ ଦିଆଯାଇଛି । ଯେଉଁଥିରେ ମୁରାଦାବାଦ ରେଳ ମଣ୍ଡଳର ଡୁନ ଓ ହରିଦ୍ବାର ରେଳ ଷ୍ଟେସନର ନାଁ ସାମିଲ ରହିଛି । ଏହା ବ୍ୟତୀତ ଏବେ ରେଳ ଷ୍ଟେସନରେ ଯାତ୍ରୀଙ୍କୁ ପ୍ଲାଷ୍ଟିକ ବଦଳରେ କାଗଜର ଗ୍ଲାସ କିମ୍ବା ପୂର୍ବପରି ମାଟିର ପାତ୍ରରେ ଚା' ଦିଆଯିବ ।

ମାଟି କପରେ ଚା' ଦିଆଯିବା ସମ୍ବନ୍ଧରେ ଡେରାଡୁନ ରେଳ ଷ୍ଟେସନର ନିର୍ଦ୍ଦେଶକ ଗଣେଶ ଚନ୍ଦ୍ର କହିଛନ୍ତିଯେ, ଡୁନ ରେଳ ଷ୍ଟେସନକୁ ସମ୍ପୂର୍ଣ୍ଣ ପ୍ଲାଷ୍ଟିକ ମୁକ୍ତ କରିବାକୁ ପ୍ରୟାସ କରାଯାଉଛି । ଏଥିପାଇଁ ଅକ୍ଟୋବର 2 ତାରିଖ ଠାରୁ ଯାତ୍ରୀଙ୍କୁ କାଗଜର ଗ୍ଲାସ ଓ ମାଟି ପାତ୍ରରେ ଚା ଦିଆଯିବ । ଏହା ବ୍ୟତୀତ ଯଦି କେହି ପ୍ଲାଷ୍ଟିକ ବ୍ୟବହାର କରୁଥିବା ନଜର ଆସିବ ତେବେ ତାକୁ 5 ହଜାର ଟଙ୍କାର ଜରିମାନା ଦେବାକୁ ପଡିବ ।

ରେଳ ବିଭାଗର ଏହି ନିଷ୍ପତ୍ତିରେ କୁମ୍ଭକାର ମାନେ ବେଶ ଖୁସି ଅଛନ୍ତି । କାରଣ ଏହାଦ୍ବାରା ସେମନାଙ୍କ ପାଇଁ ଆହୁରି ଅଦିକ ରୋଜଗାର କରିବାର ପନ୍ଥା ଖୋଲିଗଲା । ବର୍ତ୍ତମାନ ସମୟରେ କେବଳ ଦିପାବଳୀ କିମ୍ବା କିଛି ଖାସ ଉତ୍ସବରେ ହିଁ ସେମାନଙ୍କର ରୋଜଗାର ହେଉଥିଲା । ଯେଉଁକାରଣରୁ ସେମାନଙ୍କ ପରିବାର ଭରଣପୋଷଣ କରିବା କଷ୍ଟକର ହେଇପଡୁଥିଲା ।

Intro:Body:

ranju

Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.