ETV Bharat / bharat

ଅବିଶ୍ବସନୀୟ ! ମଣିଷ ଖାଉଛି ମଣିଷ ଖପୁରୀ - syco Eating man skull

ଜଣେ ବ୍ୟକ୍ତି ମଣିଷ ଖପୁରୀ ଖାଉଥିବା ଦୃଶ୍ୟ ସମ୍ବେଦନ ସୃଷ୍ଟି କରିଛି । 20 ବର୍ଷିୟ ଜଣେ ବ୍ୟକ୍ତି ମଣିଷ ଖପୁରୀ ଖାଉଥିବାର ଦେଖିବାକୁ ମିଳିଛି ।

syco Eating man skull in visakha
ମଣିଷ ଖାଉଛି ମଣିଷ ଖପୁରୀ
author img

By

Published : Aug 16, 2020, 12:52 PM IST

ଅମରାବତୀ: ବିଶାଖା ଠାରେ ଥିବା ରାଲି ରାସ୍ତାରେ ଜଣେ ବ୍ୟକ୍ତି ମଣିଷ ଖପୁରୀ ଖାଉଥିବା ଦୃଶ୍ୟ ସମ୍ବେଦନ ସୃଷ୍ଟି କରିଛି । 20 ବର୍ଷିୟ ଜଣେ ବ୍ୟକ୍ତି ମଣିଷ ଖପୁରୀ ଖାଉଥିବାର ଦେଖିବାକୁ ମିଳିଛି । ରାମ ନାଥ ହୋଟେଲ ନିକଟରେ ଥିବା ଏକ ପରିତ୍ୟକ୍ତ ଘରେ ରାଜୁ ନାମକ ଜଣେ ବ୍ୟକ୍ତି ଖପୁରୀକୁ ରାନ୍ଧି ଖାଉଥିଲେ । ଏହା ଦେଖି ସମସ୍ତ ଲୋକେ ଆଶ୍ଚର୍ଯ୍ୟ ହୋଇଯାଇଥିଲେ ।

ମଣିଷ ଖାଉଛି ମଣିଷ ଖପୁରୀ

ସ୍ଥାନୀୟ ଲୋକେ ଆସୁଥିବାର ଦେଖି ରାଜୁ ପଳାଇଥିଲା । ସ୍ଥାନୀୟ ଲୋକ କହିଛନ୍ତି ଯେ ସେ ଗତ କିଛି ଦିନ ହେବ ଏକୁଟିଆ ରହୁଥିଲେ। ରାଜୁର ମାନସିକ ଅବସ୍ଥା ଠିକ୍ ନଥିବା ମଧ୍ୟ ଜଣାପଡିଛି । ପରେ ପୋଲିସ ତାକୁ ହେପାଜତରେ ନେବା ସହ ଘର ଭିତର ଯାଞ୍ଚ କରୁଛି । ତେବେ ରାଜୁ ସହ ରହୁଥିବା ଆଉ ଜଣେ ଯୁବତୀଙ୍କୁ ମଧ୍ୟ ପୋଲିସ ଗିରଫ କରିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.