ETV Bharat / bharat

କଂଗ୍ରେସ ଉପରେ ବର୍ଷିଲେ ସୁଷମା, 2009ରେ ଭାରତକୁ ସମର୍ଥନ କରିଥିଲା କିଏ !

ଆତଙ୍କବାଦୀ ମାସୁଦ ଅଜହରକୁ ବିଶ୍ବ ଆତଙ୍କବାଦୀ ରୂପେ ଘୋଷଣା ହେବା ବିଫଳ ହେବା ପରେ କଂଗ୍ରେସ କୁଟନୈତିକ ଭାବେ ଭାରତ ସରକାରକୁ ଆରୋପ ଲଗାଇଛି । ଏହି ଆରୋପକୁ ବୈଦେଶିକ ମନ୍ତ୍ରୀ ସୁଷମା ସ୍ବରାଜ ଖାରଜ କରିଛନ୍ତି ।

author img

By

Published : Mar 17, 2019, 12:26 PM IST

ଫାଇଲ ଫଟୋ

ନୂଆଦିଲ୍ଲୀ: ଆତଙ୍କବାଦୀ ମାସୁଦ ଅଜହରକୁ ବିଶ୍ବ ଆତଙ୍କବାଦୀ ରୂପେ ଘୋଷଣା ହେବା ବିଫଳ ହେବା ପରେ କଂଗ୍ରେସ କୁଟନୈତିକ ଭାବେ ଭାରତ ସରକାରକୁ ଆରୋପ ଲଗାଇଛି । ଏହି ଆରୋପକୁ ବୈଦେଶିକ ମନ୍ତ୍ରୀ ସୁଷମା ସ୍ବରାଜ ଖାରଜ କରିଛନ୍ତି । ଏନେଇ ସୁଷମା କହିଛନ୍ତି ଯେଉଁ ନେତା ଏହାକୁ ରାଜନୈତିକ ଦୃଷ୍ଟିରୁ ବିଫଳ କହୁଛି ସେ ନିଜେ ଦେଖୁ 2009 ମସିହାରେ ଏହି ପ୍ରସଙ୍ଗରେ ଭାରତ ଏକା ଥିଲା । ଆଉ 2019 ମସିହାରେ ଭାରତକୁ ସାରା ଦୁନିଆ ସମର୍ଥନ କରୁଛି ।

  • I wish to apprise you of the facts regarding listing of Masood Azhar under the United Nations Sanctions Committee. The proposal has been mooted four times. /1

    — Sushma Swaraj (@SushmaSwaraj) March 15, 2019 " class="align-text-top noRightClick twitterSection" data=" ">

ସୁଷମା ସ୍ବରାଜ ନିଜ ଟ୍ବିଟର ଆକାଉଣ୍ଟରେ ଏଭଳି କଥା ଟ୍ବିଟ କରିଛନ୍ତି । ସେ ଟ୍ବିଟ କରିଛନ୍ତି, ‘ମୁଁ ସୂଚୀତ କରିବାକୁ ଚାହୁଁଛି ଯେ ମାସୁଦ ଅଜହରକୁ ଯୁକ୍ତରାଷ୍ଟ୍ର ପ୍ରତିବନ୍ଧ ସମିତି ଦ୍ବାରା ଆତଙ୍କବାଦୀ ଘୋଷଣା କରିବାକୁ ଚାରି ଥର ପ୍ରୟାସ କରାଯାଇଛି । ଆଉ ଭାରତକୁ ମଧ୍ୟ ଏପ୍ରସଙ୍ଗରେ ସମର୍ଥନ ମିଳୁଛି । 2009ରେ ଏହି ପ୍ରସଙ୍ଗରେ ଭାରତ ଏକା ଥିଲା । କିନ୍ତୁ 2016ରେ ଭାରତକୁ ଆମେରିକା, ଫ୍ରାନ୍ସ ସହଯୋଗ କରିଥିଲା । 2017ରେ ଆମେରିକା, ବ୍ରିଟେନ ଏବଂ ଫ୍ରାନ୍ସ ଏହି ପ୍ରସ୍ତାବକୁ ଆଗକୁ ବଢାଇଛନ୍ତି ।’

  • In 2019, the proposal was moved by USA, France and UK and supported by 14 of the 15 UN Security Council Members and also co-sponsored by Australia, Bangladesh, Italy and Japan - non members of the Security Council. /5

ଏହି ପ୍ରସଙ୍ଗକୁ ସମର୍ଥନ କରିଛନ୍ତି ଅଷ୍ଟ୍ରେଲିଆ, ଇଟାଲୀ, ଜାପାନ ଏବଂ ବାଲାଂଦେଶ । ସୁଷମା ପୁଣି କହିଛନ୍ତି, ମୁଁ ଏହି ତଥ୍ୟକୁ ଆଜି ଉପସ୍ଥାପନ କଲି କାରଣ ଯେଉଁ ନେତାମାନେ ଏହି ମାସୁଦ ଅଜହର ମାମଲାକୁ ରାଜନୈତିକ ବିଫଳତା କହୁଛନ୍ତି, ସେହି ନେତାମାନେ ଥରେ ଦେଖନ୍ତୁ 2009ରେ ଭାରତ ସହ କିଏ ଥିଲା ଏବଂ 2019ରେ ଭାରତକୁ କିଏ ସମର୍ଥନ କରୁଛି । ସୂଚନା ଥାଉକି କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ଗୁରୁବାର ପ୍ରଧାନମନ୍ତ୍ରୀ ବିରୋଧରେ ଆରୋପ ଲଗାଇ କହିଥିଲେ ଯେ ମୋଦି ଚୀନ ରାଷ୍ଟ୍ରପତି ସି ଜିନପିଙ୍ଗଙ୍କୁ ଡରୁଛନ୍ତି । ରାହୁଲ ଟ୍ବିଟ ଜରିଆରେ ଏଭଳି ଆରୋପ ଲଗାଇଥିଲେ ।

Intro:Body:

New Delhi, March 14: The Supreme Court will on Friday will hear the plea of 21 opposition parties seeking audit of at least 50 per cent of EVMs with corresponding Voter Verifiable Paper Audit Trails (VVPATs) before the Lok Sabha results are declared.

The application has been filed by Andhra Pradesh Chief Minister N. Chandrababu Naidu (TDP) and several other leaders including Sharad Pawar (NCP), Farooq Abdullah (NC), Sharad Yadav (LJD), Arvind Kejriwal (AAP), Akhilesh Yadav (SP), Derek O'Brien (TMC) and M.K. Stalin (DMK).

Conclusion:

For All Latest Updates

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.