ETV Bharat / bharat

ନିର୍ଭୟା ମାମଲା: ଆଜି ଅକ୍ଷୟର କ୍ୟୁରେଟିଭ ପିଟିସନ ଶୁଣାଣି - କ୍ୟୁରେଟିଭ ପିଟିସନ ଶୁଣାଣି

ଆଜି ଅକ୍ଷୟର କ୍ୟୁରେଟିଭ ପିଟିସନ ଶୁଣାଣି । ସୁପ୍ରିମକୋର୍ଟର 5 ଜଣିଆ ଖଣ୍ଡପୀଠ କରିବେ ଶୁଣାଣି। ଅଧିକ ପଢନ୍ତୁ...

today the curative petition hearing of Akshay
ଫାଇଲ ଫଟୋ
author img

By

Published : Jan 30, 2020, 8:13 AM IST

ନୂଆଦିଲ୍ଲୀ: ଆଜି ନିର୍ଭୟା ଗଣଦୁଷ୍କର୍ମର ଅଭିଯୁକ୍ତ ଅକ୍ଷୟ ଠାକୁରର କ୍ୟୁରେଟିଭ ପିଟିସନର ହେବ ଶୁଣାଣି। ସୁପ୍ରିମକୋର୍ଟର 5 ଜଣିଆ ଖଣ୍ଡପୀଠ ଦିନ 1ଟା ବେଳେ ଶୁଣାଣି କରିବେ। ଏହି ଖଣ୍ଡପୀଠର ନେତୃତ୍ବ ନେବେ ଏନଭି ରମନ୍ନା ।

ଏହି ଖଣ୍ଡପୀଠରେ ଜଷ୍ଟିସ ଅରୁଣ ମିଶ୍ର, ଜଷ୍ଟିସ ଆରଏଫ ନରିମନ, ଜଷ୍ଟିସ ଆର ଭାନୁମତି ଓ ଜଷ୍ଟିସ ଅଶୋକ ଭୂଷଣ ରହିଛନ୍ତି। ଏମାନେ କ୍ୟୁରେଟିଭ ପିଟିସନ ଉପରେ ମିଳିତ ଶୁଣାଣି କରି ନିଷ୍ପତ୍ତି ନେବେ। ଏହାପୂର୍ବରୁ ଅଭିଯୁକ୍ତ ମୁକେଶ ଓ ବିନୟ ସୁପ୍ରିମକୋର୍ଟରେ କ୍ୟୁରେଟିଭ ପିଟିସନ ଦାଖଲ କରି ନିରାଶ ହୋଇଥିଲେ।

କିନ୍ତୁ ଅକ୍ଷୟ ଶୁଣାଣି ପୂର୍ବରୁ ଫାଶୀ ଦଣ୍ଡକୁ କୋହଳ କରି ଆଜୀବନ କାରାଦଣ୍ଡ ପାଇଁ ଅପିଲ କରିଛି । ଦୋଷୀଙ୍କର କୌଣସି ଅପିଲକୁ ଗ୍ରହଣ କରାନଯିବା ନେଇ ପୂର୍ବରୁ ଘୋଷଣା ହୋଇସାରିଛି । ତେବେ ଅକ୍ଷୟ ଠାକୁରର କ୍ୟୁରେଟିଭ ପିଟିସନ ଯଦି ଆଜି ସୁପ୍ରିମକୋର୍ଟ ଦ୍ବାରା ଖାରଜ ହୁଏ ତେବେ ତା'ପାଖରେ ରାଜକ୍ଷମା ଆବେଦନ କରିବାର ରାସ୍ତା ମଧ୍ୟ ଖୋଲା ରହିଛି । ପଟିଆଲା ହାଉସକୋର୍ଟ ଦ୍ବାରା ନିର୍ଭୟା ଦୋଷୀଙ୍କୁ ନୂଆ ଡେଥ୍‌ ଓ୍ବାରେଣ୍ଟ ଜାରି ହୋଇଛି । 1 ଫେବୃଆରୀରେ ତିହାର ଜେଲରେ ଫାଶୀ ଦିଆଯିବା ନେଇ ଡେଥ୍ ଓ୍ବାରେଣ୍ଟ ଜାରି ହୋଇଛି ।

Intro:Body:

dhh

Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.