ETV Bharat / bharat

370 ଧାରା ଉଚ୍ଛେଦ ବିରୋଧରେ ତତ୍କାଳ ଶୁଣାଣୀକୁ ସୁପ୍ରିମକୋର୍ଟଙ୍କ ଅଗ୍ରାହ୍ୟ

author img

By

Published : Aug 8, 2019, 2:45 PM IST

ଧାରା 370ର ଉଚ୍ଛେଦ ବିରୋଧରେ ତତ୍କାଳ ଶୁଣାଣୀକୁ ସୁପ୍ରିମକୋର୍ଟ ଅଗ୍ରାହ୍ୟ କରିଛନ୍ତି ।

ଫାଇଲ ଫଟୋ

ନୂଆଦିଲ୍ଲୀ: ଧାରା 370ର ଉଚ୍ଛେଦ ବିରୋଧରେ ତତ୍କାଳ ଶୁଣାଣୀକୁ ସୁପ୍ରିମକୋର୍ଟ ଅଗ୍ରାହ୍ୟ କରିଛନ୍ତି । ଓକିଲ ମନୋହର ଲାଲ ଶର୍ମାଙ୍କ ଦ୍ବାରା କରାଯାଇଥିବା ଏହି ଯାଚିକାର ଶୁଣାଣୀ କରି ସୁପ୍ରିମକୋର୍ଟ ଏହି ନିଷ୍ପତ୍ତି ନେଇଛନ୍ତି ।

ଜଷ୍ଟିସ ଏନଭି ରମଣଙ୍କ ଅଧ୍ୟକ୍ଷତାରେ ବସିଥିବା ଖଣ୍ଡପୀଠ ଏହି ନିଷ୍ପତ୍ତି ନେଇଛନ୍ତି । ଏହି ଯାଚିକାକୁ ଉପଯୁକ୍ତ ଖଣ୍ଡପୀଠରେ ଶୁଣାଣୀ କରାଯିବ । ଯାହା ମୁଖ୍ୟ ବିଚାରପତିଙ୍କ ଦ୍ବାରା ନିର୍ଣ୍ଣୟ କରାଯିବ ।

Intro:Body:Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.