ETV Bharat / bharat

ସୁପ୍ରିମକୋର୍ଟ ବିଚାରପତିଙ୍କ ରୋଷେୟା କୋରୋନା ଆକ୍ରାନ୍ତ

ରାଜଧାନୀ ଦିଲ୍ଲୀରେ କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା କମିବାରେ ନା ନେଉନି । ଏହା ମଧ୍ୟରେ ସୁପ୍ରିମକୋର୍ଟର ଜଣେ ବିଚାରପତିଙ୍କ ରୋଷେୟା କୋରୋନା ଆକ୍ରାନ୍ତ ଥିବା ଜଣାପଡିଛି।

author img

By

Published : May 15, 2020, 3:35 PM IST

_supream court
ସୁପ୍ରିମକୋର୍ଟ ବିଚାରପତିଙ୍କ ରୋଷେୟା କୋରୋନା ଆକ୍ରାନ୍ତ

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା କମିବାରେ ନା ନେଉନି । ଏହା ମଧ୍ୟରେ ସୁପ୍ରିମକୋର୍ଟର ଜଣେ ବିଚାରପତିଙ୍କ ରୋଷେୟା କୋରୋନା ଆକ୍ରାନ୍ତ ଥିବା ଜଣାପଡିଛି। ଏହି ଖବର ଜାଣିବା ପରେ ସୁପ୍ରିମକୋର୍ଟ ବିଚାରପତି ଏବଂ ତାଙ୍କ ପରିବାର ନିଜକୁ କ୍ବାରେଣ୍ଟିନରେ ରଖିଛନ୍ତି ।

ସୂଚନା ଅନୁଯାୟୀ, ଗତ ମେ 7ରୁ ଛୁଟିରେ ଥିବା ରୋଷେୟା ଗତ ଗୁରୁବାର କୋରୋନା ଆକ୍ରାନ୍ତ ଥିବା ଜଣାପଡିଥିଲା । ସୁତ୍ରରୁ ଜଣାପଡିଛି ଯେ ଛୁଟି ମଧ୍ୟରେ ରୋଷେୟା ଜଣଙ୍କ କୋରୋନା ଆକ୍ରାନ୍ତ ହୋଇଥିବା ଆଶଙ୍କା କରାଯାଉଛି ।

ପ୍ରକାଶ ଥାଉକି, ବର୍ତ୍ତମାନ ସୁଦ୍ଧା ଦେଶର ରାଜଧାନୀ ଦିଲ୍ଲୀରେ 7998 ଜଣ ଲୋକ କୋରୋନା ଆକ୍ରାନ୍ତ ଥିବା ବେଳେ 106 ଜଣ ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଥିବା ଦିଲ୍ଲୀ ସ୍ବାସ୍ଥ୍ୟ ବିଭାଗ ସୂଚନା ଦେଇଛନ୍ତି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.