ETV Bharat / bharat

ଆସାମ ଏନଆରସି ଉପରେ କେନ୍ଦ୍ରର ଦାବି ସୁପ୍ରିମ କୋର୍ଟରେ ଖାରଜ - ରାଷ୍ଟ୍ରୀୟ ନାଗରିକ ରେଜିଷ୍ଟର

ଆସାମରେ ଏନଆରସି ପ୍ରସଙ୍ଗରେ କେନ୍ଦ୍ରସରକାରଙ୍କ ଦାବିକୁ ଖାରଜ କରିଛନ୍ତି ସୁପ୍ରିମକୋର୍ଟ । ଚଳିତ ଅଗଷ୍ଟ 31 ତାରିଖରେ ଅନ୍ତିମ ଏନଆରସି ପ୍ରକାଶ କରିବାକୁ ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି।

ଫାଇଲ ଫଟୋ
author img

By

Published : Aug 13, 2019, 12:33 PM IST

ନୂଆଦିଲ୍ଲୀ: ରାଷ୍ଟ୍ରୀୟ ନାଗରିକତା ପଞ୍ଜିକା ମାମଲାରେ ସୁପ୍ରିମକୋର୍ଟ କେନ୍ଦ୍ର ସରକାରଙ୍କ ଦାବିକୁ ଖାରଜ କରିଦେଇଛନ୍ତି । କେନ୍ଦ୍ର ସରକାର ଆଉଥରେ ଏନଆରସି ଆଣିବା ସହ ଏହାର ପୁନଃ ଯାଞ୍ଚ ପାଇଁ ଦାବି କରିଥିଲେ।

ଏନଆରସି ପ୍ରସଙ୍ଗରେ କେନ୍ଦ୍ରର ଦାବିକୁ ସୁପ୍ରିମକୋର୍ଟ ଖାରଜ କରିଛନ୍ତି । ଏଥିସହ ଏନଆରସି ଡାଟାକୁ ଆଧାର ଭଳି ଗୋପନୀୟ ରଖାଯିବା ସହ ଅଗଷ୍ଟ 31 ତାରିଖରେ ଅନ୍ତିମ ଏନଆରସି ପ୍ରକାଶ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି।

Intro:Body:

BLANK

Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.