ETV Bharat / bharat

ତୁଷାର ପାତରେ ଫସିଗଲେ କୃଷି ମନ୍ତ୍ରୀ

ଦୁଇ ଦିନର ତୁଷାରପାତରେ ବେହାଲ ହିମାଚଳ ପ୍ରଦେଶର ଲାହୌଲ-ସ୍ପିତ । ସେପଟେ ପରିଭ୍ରମଣରେ ଆସିଥିବା କୃଷି ମନ୍ତ୍ରୀ ରାମଲାଲ ମାରକଣ୍ଡାଙ୍କୁ ଉଦ୍ଧାର କରିଛି ବାୟୁସେନା ।

author img

By

Published : Aug 20, 2019, 7:16 PM IST

ଫଟୋ ସୌଜନ୍ୟ: ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ସିମଲା: ଗତ ଦୁଇ ଦିନ ଧରି ହିମାଚଳ ପ୍ରଦେଶର ଲାହୌଲ-ସ୍ପିତରେ ଫସି ରହିଥିବା କୃଷି ମନ୍ତ୍ରୀ ରାମଲାଲ ମାରକଣ୍ଡାଙ୍କୁ ଉଦ୍ଧାର କରିଛି ବାୟୁସେନା । ମଙ୍ଗଳବାର ମନ୍ତ୍ରୀ ସିମଲାରେ ପହଞ୍ଚି ବିଧାନସଭା ଅଭିମୁଖେ ବାହାରିଥିଲେ ।

ସୂଚନାନୂସାରେ, ଲାହୌଲ-ସ୍ପିତରେ ଗତ ଦୁଇ ଦିନ ଧରି ତୁଷାର ପାତ ହେଉଥିଲା । ଯାହାକୁ ନେଇ ଭୂସ୍ଖଳନ ହୋଇଥିବାବେଳେ ରାସ୍ତା ଘାଟ ପୁରା ବନ୍ଦ ହୋଇଯାଇଥିଲା । ଯେଉଁଥିପାଇଁ ଗତ ଦୁଇ ଦିନ ଧରି ସେଠାରେ ଫସି ରହିଥିଲେ କୃଷି ମନ୍ତ୍ରୀ । ଏବେ ତାଙ୍କୁ ହେଲିକପ୍ଟର ସାହାଯ୍ୟରେ ଉଦ୍ଧାର କରାଯାଇ ସିମଲାକୁ ଅଣାଯାଇଛି ।

ଅନ୍ୟପଟେ ଲାହୌଲ-ସ୍ପିତ ବୁଲିବାକୁ ଯାଇଥିବା ପର୍ଯ୍ୟଟକଙ୍କୁ ସୁରକ୍ଷିତ ସ୍ଥାନକୁ ନିଆଯାଇଥିଲା । ତାଙ୍କର ଖାଇବା ପିଇବା ଠାରୁ ଆରମ୍ଭ କରି ଔଷଧ ଦେବାନେଇ ସମସ୍ତ ଧ୍ୟାନ ରଖାଯାଉଛି । ଆଉ ସ୍ଥିତିରେ ଅଲ୍ପ ସୁଦ୍ଧାର ଆସିଲେ ସେମାନଙ୍କୁ ମନାଲିରେ ଛାଡିଦିଆଯିବ । ତେବେ ବରଫ ବର୍ଷା ଯୋଗୁଁ ଅନେକ ଫସଲ ମଧ୍ୟ ନଷ୍ଟ ହୋଇଥିବା କୃଷୀ ମନ୍ତ୍ରୀ କହିଛନ୍ତି ।

Intro:Body:

testing

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.