ETV Bharat / bharat

କେବଳ ପ୍ରଧାନମନ୍ତ୍ରୀଙ୍କୁ ମିଳିବ ଏସପିଜି ସୁରକ୍ଷା ! - parliament winter session

କେବଳ ଦେଶର ପ୍ରଧାନମନ୍ତ୍ରୀଙ୍କ ପାଇଁ ଏସପିଜି ସୁରକ୍ଷା ରହିବା ନେଇ ସଂସଦର ଚଳିତ ଶୀତ ଅଧିବେଶନରେ SPG ସଂଶୋଧନ ବିଲ ଆଗତ ହୋଇପାରେ । ଏପଟେ ଗାନ୍ଧୀ ପରିବାରଠାରୁ ଏସପିଜି ସୁରକ୍ଷା ପ୍ରତ୍ୟାହାର କରିବା ପରେ କେନ୍ଦ୍ର ସରକାର କଂଗ୍ରେସର ଟାର୍ଗେଟରେ ରହିଛନ୍ତି ।

ଡିଜାଇନ ଫଟୋ
author img

By

Published : Nov 22, 2019, 10:12 PM IST

ନୂଆଦିଲ୍ଲୀ: ଏବେ କେବଳ ଦେଶର ପ୍ରଧାନମନ୍ତ୍ରୀଙ୍କ ପାଇଁ ଏସପିଜି ସୁରକ୍ଷା ରହିବ ବୋଲି ସୁଚନା ମିଳିଛି । କେନ୍ଦ୍ର ସରକାର ସଂସଦର ଚଳିତ ଶୀତ ଅଧିବେଶନରେ SPG ସଂଶୋଧନ ବିଲ ଆଗତ କରିପାରନ୍ତି । ଏହି ବିଲ ଏସପିଜି ସୁରକ୍ଷାକୁ କେବଳ ପ୍ରଧାନମନ୍ତ୍ରୀଙ୍କ ପର୍ଯ୍ୟନ୍ତ ସୀମିତ ରଖିବା ଉପରେ କେନ୍ଦ୍ରୀତ ରହିବ ।

ଗାନ୍ଧୀ ପରିବାରଠାରୁ ଏସପିଜି ସୁରକ୍ଷା ପ୍ରତ୍ୟାହାର କରିବା ନେଇ କେନ୍ଦ୍ର ସରକାର କଂଗ୍ରେସର ଟାର୍ଗେଟରେ ରହିଛନ୍ତି । ଶୀତକାଳୀନ ଅଧିବେଶନର ପ୍ରଥମ ଦିନରେ ହିଁ କଂଗ୍ରେସ ଏହା ଉପରେ ପ୍ରଶ୍ନ ଉଠାଇ ସାରିଛି । ସରକାର ପ୍ରତିଶୋଧ ମନୋଭାବରେ କାର୍ଯ୍ୟ କରୁଥିବା କଂଗ୍ରେସ ସାଂସଦମାନେ ଅଭିଯୋଗ କରିଛନ୍ତି । ଅନ୍ୟପକ୍ଷେ ଏଥିରେ କୌଣସି ପ୍ରକାର ରାଜନୀତି ନଥିବା ସରକାରଙ୍କ ପକ୍ଷରୁ ପ୍ରତିକ୍ରିୟା ମିଳିଛି ।

Intro:Body:

BLANK FOR LINK 

Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.