ETV Bharat / bharat

ଥଣ୍ଡାରେ ଥରହର ପଶୁପକ୍ଷୀ, ଚିଡିଆଖାନାରେ ଲାଗିଲାଣି କୋଲ୍ଡ ହିଟର

author img

By

Published : Jan 1, 2020, 12:24 PM IST

ପ୍ରବଳ ଥଣ୍ଡାରେ ଜନଜୀବନ ଅସବ୍ୟସ୍ତ ହେଉଥିବାବେଳେ ଏଥିରୁ ନିସ୍ତାର ପାଉନାହାଁନ୍ତି ପଶୁପକ୍ଷୀ । ଏହି ଶୀତଦିନରେ ଚିଡିଆଖାନାରେ ପଶୁମାନଙ୍କୁ ପ୍ରବଳ ଶୀତରୁ ରକ୍ଷା କରିିବା ପାଇଁ ହିଟର ବ୍ୟବସ୍ଥା କରାଯାଇଛି। ଅଧିକ ଖବର ପଢନ୍ତୁ...

Assam State Zoo
ଥଣ୍ଡାରେ ଥରହର ପଶୁପକ୍ଷୀ, ଚିଡିଆଖାନାରେ ଲାଗିଲାଣି କୋଲ୍ଡ ହିଟର

ଗୌହାଟୀ: ଓଃ କି ଥଣ୍ଡା! କାଲୁଆ ପବନ ସାଙ୍ଗକୁ ରାତିର ତାପମାତ୍ରା ସମସ୍ତଙ୍କୁ ପୁରା କାଠ କରିଦେଉଛି । ପ୍ରବଳ ଥଣ୍ଡାରେ ଜନଜୀବନ ଅସ୍ତବ୍ୟସ୍ତ ହେଉଥିବାବେଳେ ଏଥିରୁ ନିସ୍ତାର ପାଉନାହାଁନ୍ତି ପଶୁପକ୍ଷୀ। ଏହି ଶୀତଦିନରେ ଚିଡିଆଖାନାରେ ପଶୁମାନଙ୍କୁ ପ୍ରବଳ ଶୀତ ହେବାରୁ ସେମାନଙ୍କ ପାଇଁ ମଧ୍ୟ କୋଲ୍ଡ ହିଟର ଲଗାଯାଇଛି ।

ଏ ଦୃଶ୍ୟ ହେଉଛି ଆସାମ ଗୌହାଟୀର ଚିଡିଆଖାନାର । ଯେଉଁଠି ବାଘ ଓ ସିଂହ ପାଇଁ ଏପରି ସ୍ବତନ୍ତ୍ର ବ୍ୟବସ୍ଥା କରାଯାଇଛି ।

ଏହାସହ ଭାଲୁ ଓ ଅନ୍ୟ ପଶୁଙ୍କ ଗରମ ଶଯ୍ୟାର ଆୟୋଜନ କରାଯାଇଛି। ତେବେ ବାଘ ଓ ସିଂହଙ୍କୁ ଶୀତରୁ ରକ୍ଷା କରିବା ପାଇଁ ଚିଡିଆଖାନାରେ କୋଲ୍ଡ ହିଟରର ଆୟୋଜନ କରାଯାଇଥିବା କହିଛନ୍ତି ପଶୁ ସୁରକ୍ଷା କର୍ମୀ। ଏହାସହ ଭାଲୁଙ୍କ ପାଇଁ ହିଟର ଭଲ ନହୋଇଥିବାରୁ ସେମାନଙ୍କ ପାଇଁ କ୍ବିଲିଟର ବ୍ୟବସ୍ଥା କରାଯାଇଛି ।

ସୂଚନା ଅନୁସାରେ, କେବଳ ଆସାମ ନୁହେଁ ଦେଶର ବିଭିନ୍ନ ସ୍ଥାନରେ ଏବେ ଜାଡ ଭାଙ୍ଗୁଛି ହାଡ। ବର୍ତ୍ତମାନ ସ୍ଥିତିରେ ଲୁଧିଆନା,ପଞ୍ଜାବ,ହରିୟାନାରେ ତାପମାତ୍ରା 3.4,4.1 ଓ 4.6 ରେକର୍ଡ କରାଯାଇଛି ।

Intro:Body:

ruyuyu

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.